Browsing Tag

padampur news

ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ନୂଆପଡ଼ା ଭାୟା ପଦ୍ମପୁର ବରଗଡ଼ ନୂତନ ରେଳ ଲାଇନ୍ ସଂଯୋଗ ଦାବୀ :…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ତାଙ୍କୁ ପଦ୍ମପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ
Read More...

ପଦ୍ମପର ଅଞ୍ଚଳକୁ ମରୁଡି ଘୋଷଣା କରାଯିବାକୁ ଦାବୀ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୩୭ ତମ ସ୍ଥାପନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ନୃସିଂହନାଥ ସ୍ଥିତ ଭାଗବତ ତ୍ଵତ୍ତ ଆଶ୍ରମ ଠାରେ ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ତମ ଜନ୍ମ ଦିବସ ପାଳନ କରାଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲିପ୍ ବେହେରାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ
Read More...

ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଫଟୋଗ୍ରାଫି ଦିବସ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆଜି ରାଜବୋଡାସମ୍ବର ଫଟୋଗ୍ରାଫର୍ ଏସୋସିଏସନ୍‌ର ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥସ୍ଥଳ ଶ୍ରୀ ନୃସିଂହନାଥ ପୀଠରେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ଫଟୋଗ୍ରାଫର୍ ଭାଇମାନଙ୍କୁ
Read More...

ଜଣେ ଅଦ୍ଵିତୀୟ ଛାତ୍ରନେତା ରାକେଶ ହାତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ଏହି ଉକ୍ତିଟିକୁ ନିଃସ୍ଵାର୍ଥପର ସେବା କରି ମାନବିକ ମୂଲ୍ୟବୋଧର ଅସଲ ପରିଚୟ ବହନ କରି ନିଜ ପାଇଁ ନୁହେଁ ସମାଜ ପାଇଁ କିଛି କରିଛନ୍ତି ରାକେଶ କୁମାର ହାତୀ । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଭେଡେନ
Read More...

ଜିଲ୍ଳପାଳଙ୍କ ଗୁଦେରପାଲି ହାଇସ୍କୁଲ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ଉଚ୍ଚବିଦ୍ୟାଳୟକୁ ମଙ୍ଗଳବାର ଅଚାନକ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବଣୁଆଁ, ସମାଜସେବୀ କିଶୋର ଚନ୍ଦ୍ର
Read More...

ଆର୍‌ବି ହାଇ ସ୍କୁଲ ପ୍ଲାଟିନମ୍ ଜୁବିଲି ସ୍ମରଣିକା ନିମିତ୍ତ ଲେଖା ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଡିସେମ୍ବର ଶେଷ ସୁଦ୍ଧା ପାଳିତ ହେବ ବୋଲି ସ୍ଥିର ହୋଇଛି । ଏ ଉପଲକ୍ଷେ ଏକ ଭବ୍ୟ ଓ ତଥ୍ୟାତ୍ମକ ସ୍ମରଣିକା ପ୍ରକାଶିତ ହେବ । ବୋଡ଼ା ସମ୍ବରର କଳା, ସାହିତ୍ୟ, ସଂସ୍କୃତି, ଇତିହାସ, ଶିକ୍ଷା
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ସ୍ଥାପନା ଦିବସ ଅଗଷ୍ଟ ଆସନ୍ତା ୧୯ ତାରିଖରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ସ୍ଥାପନା ଦିବସ ଆସନ୍ତା ଅଗଷ୍ଟ ୧୯ ତାରିଖ ଦିନ ଭାଗବତ ତତ୍ତ୍ୱ ଆଶ୍ରମ, ନୃସିଂହନାଥ ଠାରେ ଅନୁଷ୍ଠିତ ହେବ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦିଲ୍ଲୀପ କୁମାର ବେହେରା ଓ ସଂପାଦକ ଦୁର୍ଯ୍ୟୋଧନ
Read More...

ସର୍ଗିଜୁରୀଠାରେ ବିଜେପିର ଅଟଳ ବିହାରୀଙ୍କ ତିରୋଧାନ ଦିବସ ପାଳିତ : ବିଜେଡି ସମିତି ସଭ୍ୟଙ୍କ ସମେତ ଶତାଧିକ ଯୁବକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମଠାରେ ଭାରତୀୟ ଜନତାପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ବରିକେଲ ମଣ୍ଡଳ ସଭାପତି ସୌକିଲାଲ ସାହାଙ୍କ ନେତୃତ୍ୱରେ ଓ ଜିଲ୍ଲା ଉପସଭାପତି
Read More...

ପାଣି ସମସ୍ୟାକୁ ନେଇ ମହିଳାଙ୍କ ରାସ୍ତା ରୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଣି ସମସ୍ୟାକୁ ନେଇ ପଦ୍ମପୁର ପଟଣାଗଡ଼ ମୁଖ୍ୟ ରାସ୍ତା ରୋକିଲେ ମହିଳା । ସୂଚନା ଅନୁସାରେ ପଦ୍ମପୁର ସହରରେ ବାରମ୍ବାର ବିଭିନ୍ନ ଅଞ୍ଚଳରେ ସମୟ ସମୟରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏହାର
Read More...

ଜଗଦଲପୁରରେ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମକୁ ପହଂଚିଥିଲା । ଜଗଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ଼ ସଚେତନତା ରଥକୁ ଡ଼ା. ଗାୟତ୍ରୀ ନନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମହିଳା ସ୍ଵାସ୍ଥ୍ୟକର୍ମୀ ଗୀତା ଲୁହାର,
Read More...