Browsing Tag

padampur news

ଗୋପପୁର ଆଶ୍ରମରେ ନୂଆଁଖାଇ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମଠାରେ ନୂଆଁଖାଇ(ନବାନ୍ନ) ଉତ୍ସବ ପାଳିତ ହୋଇଯାଇଛି । ବିଗତ ଶତାଧିକ ବର୍ଷ ହେବ ଏହି ଆଶ୍ରମରେ ଶ୍ରାବଣ ପୂର୍ଣ୍ଣିମାରେ ମହିମା ଧର୍ମାବଳମ୍ବୀ ନୂଆଁଖାଇ ପାଳନ କରି ଆସୁଛନ୍ତି । ପବିତ୍ର
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ବିଶାଳ କବି ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ଏକ ବିଶାଳ କବି ସମ୍ମିଳନୀ ଧୁମ୍‌ଧାମରେ ପଦ୍ମପୁରର ବୁବୁଡ଼ା ସ୍ଥିତ ମାଉସୀ ମା' କଲ୍ୟାଣ ମଣ୍ଡପ ଠାରେ
Read More...

ପାଇକମାଲ କୁଲତା ଯୁବ ସଂଗଠନ ତରଫରୁ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ରାମ ଚଣ୍ଡି ଯୁବ ସଂଗଠନ ତରଫରୁ ନୃସିଂହନାଥ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ରାମଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୁବ ସଂଗଠନ ଅସ୍ଥାୟୀ ସଭାପତି ବୁଲୁ ବାରିକ
Read More...

ଗାଇସିଲାଟ ଠାରେ ଗଙ୍ଗାଧର ମେହେର ଜୟନ୍ତୀ

ଆଦର୍ଶ ଶବ୍ଦ ଚୟନ ହିଁ ମେହେର ସାହିତ୍ୟର ମାନବବାଦ ଆଦର୍ଶକୁ ପ୍ରମାଣିତ କରେ ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଶବ୍ଦ ଚୟନ ମାଧ୍ୟମରେ ମାନବିକତାର ଆଦର୍ଶ ସାହିତ୍ୟରେ ପ୍ରକଟିତ ହେଇଛି । ସାହିତ୍ୟର ଚରିତ୍ର ମାଧ୍ୟମରେ ସମାଜର ପ୍ରତ୍ୟେକ ଛବିକୁ ଚିତ୍ରଣ କରିବାରେ ସେ ଥିଲେ
Read More...

ବରଗଡ-ନୂଆପଡା ଭାୟା ପଦ୍ମପୁର-ବିଜେପୁର ନୂତନ ରେଳ ଲାଇନ ପାଇଁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ରେଳ ସେବା ରହିଛି ସତ, କିନ୍ତୁ ଜିଲ୍ଲାର ବରଗଡ଼ ଓ ବରପାଲିକୁ ଛାଡିଦେଲେ ଅନ୍ୟ କୌଣସି ଯାଗାରେ ରେଳ ସେବା ନାହିଁ । ବରଗଡ଼-ନୂଆପଡା ଭାୟା ପଦ୍ମପୁର-ବିଜେପୁର ଏକ ନୂତନ ରେଳ ଲାଇନ ପାଇଁ ବିଗତ ଦିନରେ ଦାବୀ ହେବା ସହ ବିଭିନ୍ନ ସମୟରେ
Read More...

ପଦ୍ମପୁରରେ ସ୍ୱଭାବ କବି ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆରବି ହାଇସ୍କୁଲ ପ୍ରାଙ୍ଗଣରେ ଅବସ୍ଥିତ ମେହେର କବିଙ୍କ ସ୍ମୃତି ପୀଠ ପରିସରରେ ମେହେର କବି ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ, କୋଭିଡ କଟକଣା ଭିତରେ ଏକ ନିରାଡ଼ମ୍ବର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସ୍ଥାୟୀ
Read More...

ପାଇକମାଲରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଏକ ସମୀକ୍ଷା ବୈଠକ ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ପାଇକମାଲ ବିଡିଓ ସୁଶ୍ରୀ ଉପାଞୀଳି ମାଝୀ ଯୋଗ ଦେଇଥିବା
Read More...

କିଶନ ପଣ୍ଡା ଜନ୍ମରୁ ହାର୍ଣ୍ଣିଆ ରୋଗରେ ପୀଡିତ : ଯନ୍ତ୍ରଣାରେ ରାତିଦିନ ସମାନ, ଅପରେସନ ପାଇଁ ଅର୍ଥ ସାଜିଛି ବାଧକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଡୁଙ୍ଗୁରିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ପୂଜକ ଧନଞ୍ଜୟ ପଣ୍ଡା ଓ ସଙ୍ଗୀତା ପଣ୍ଡାଙ୍କ ପୁଅ କିଶନ ପଣ୍ଡା (୧୦) । ଯିଏ କି ଜନ୍ମରୁ ହାର୍ଣ୍ଣିଆ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡି ରହିଛନ୍ତି
Read More...

ପଦ୍ମପୁର ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବରଗଡ଼ର ଛାତ୍ରଛାତ୍ରୀମାନଙ୍କ ପାଇଁ ୧୩ ନମ୍ବର ପର୍ଯ୍ୟାୟର ଶୁଖିଲା ଖାଦ୍ୟ କିସ୍ କିଟ୍ର ପ୍ରତିଷ୍ଠାତା ଡ଼ା ଅଚ୍ୟୁତ ସାମନ୍ତ ପଠାଇ ଥିବାରୁ ଆଜି ଛଅଟି ବ୍ଲକରେ କିସ୍ ଅଭିଭାବକ ସଂଘର ଜିଲ୍ଲା ସଂପାଦକ
Read More...

ବାପା ଛେଉଣ୍ଡ, ମା’ ପାଗଳି : ଭାଇଭଉଣୀଙ୍କର କରୁଣ କାହାଣୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମରେ ଏକ ଆଦିବାସୀ ପରିବାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଶ୍ୟାମ ସୁନ୍ଦର ନେଗୀ ଆଜକୁ ୫ବର୍ଷ ହେଲାଣି କୌଣସି ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି ।
Read More...