Browsing Tag

padampur news

ସୁନୀଲ ଗୁର୍ଲାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୭ ଘଣ୍ଟାରେ, ପଦ୍ମପୁର ବଜାରପଡାସ୍ଥିତ ସୁନୀଲ ଗୁର୍ଲାଙ୍କର ମାତ୍ର ୩୫ ବର୍ଷ ବୟସରେ, ବୁର୍ଲାସ୍ଥିତ ଭୀମସାର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କର ମରଶରୀର…
Read More...

ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁଙ୍କ ନିଆରା ଅନ୍ଦାଜରେ ଶିକ୍ଷାଦାନ : ଦ୍ରବଣରୁ ଦ୍ରାବ୍ୟକୁ ଅଲଗା କରିବା ପରୀକ୍ଷା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗରୁ ଆବଦ୍ଧ ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଏବେ ବିଦ୍ୟାଳୟର ଚିତ୍ର ବଦଳି ଯାଇଛି । ସରକାରୀ ବେସରକାରୀ ବିଦ୍ୟାଳୟ ମଧ୍ୟରେ କିଛି ଫରକ ନାହିଁ । ତେବେ ଏମିତି ଏକ ବିଦ୍ୟାଳୟ ଯେଉଁଠି ଛାତ୍ରୀଛାତ୍ରୀଙ୍କ ପାଠପଢାରେ ପରିବର୍ତ୍ତନ ଆସିବା ସହ…
Read More...

କୋଭିଡ ନିରାକରଣ ପାଇଁ ଟୀକାଦାନରେ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ ନିରାକରଣ ପାଇଁ ଓଡିଶା ସରକାର ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବୟସର ଜନସାଧାରଣଙ୍କୁ ଟୀକାକରଣ କରୁଛନ୍ତି । ହେଲେ ଟୀକାକରଣ କରୁଥିବା କେତେକ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଛି । ସୂଚନା ଅନୁସାରେ ଆଜି ଭୋର ୬ଟାରୁ…
Read More...

ପାଇକମାଲ ସହର ବଢେଇପଡା ରାସ୍ତାରେ ଆଣ୍ଠୁଏ ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ମୁଖ୍ୟ ରାସ୍ତା ଠାରୁ ବଢେଇପଡା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ସବୁବେଳେ ପାଣି ଭରି ରହୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଦୁର୍ଗା ମନ୍ଦିର ପଛପଟ ରାସ୍ତାରେ ବର୍ଷା ଦିନେ ସବୁବେଳେ ଆଣ୍ଠୁଏ ପାଣି ଜମା ହୋଇଥିବା…
Read More...

ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶାନ୍ତିନଗର ପଦ୍ମପୁର ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଡ: ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ତୈଳିକ ସମାଜର ସଭାପତି ମନୋରଞ୍ଜନ ସାହୁ…
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଦୀପାଙ୍କ ଟ୍ୱିଟ ପରେ ଉତ୍ତର ରଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପତ୍ରା ଗ୍ରାମକୁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ନ ଥିବା ଖବର "କୋଶଳ ପ୍ରବାହ"ରେ ପ୍ରକାଶିତ ହୋଇଥିଲା ।…
Read More...

କୋଶଳିଆ ମାଳି ସମାଜ ବିକାଶ ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବିକାଶ ପରିଷଦ, ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ସୌଜନ୍ୟ ମୂଳକ ବୈଠକ ରଞ୍ଜିତ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ସୁଦ୍ଧା ସମସ୍ତ ଜୋନାଲ ବୈଠକ…
Read More...

ଅଳିଆ ଅବର୍ଜନାର ସହର ପାଇକମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ନୃସିଂହନାଥ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଥିବା ହେତୁ ପ୍ରାୟ ଭାରତର କୋଣ ଅନୁକୋଣରୁ ତୀର୍ଥଯାତ୍ରୀ ମାନେ ସବୁବେଳେ ଆସିଥାନ୍ତି । ଏହି ଅଞ୍ଚଳରେ ଲୋକ ମାନଙ୍କ ଆସିବା ଯୋଗୁଁ ପ୍ରାୟତଃ ଗହଳି ରହିଥାଏ । ବର୍ତ୍ତମାନ ପାଇକମାଲ ସହରର ପରିବେଶ…
Read More...

ରାମଚଣ୍ଡୀ ମନ୍ଦିରରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ନିକଟରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ବୃକ୍ଷ ରୋପଣ ସହ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କୁଲତା ସମାଜ ଯୁବ ସଂଗଠନ ଆନୁକୁଲ୍ୟରେ ଏକ ସଭା କର୍ମୁ ବିଶ୍ୱାଳଙ୍କ ସଭାପତିତ୍ୱରେ…
Read More...

ରାସ୍ତା ଅବସ୍ଥା ଅତି ଶୋଚନୀୟ : ପ୍ରଶାସନର ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ହୋଇପଡ଼ିଛି । ବାରମ୍ବାର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଦାବୀ କଲା ପରେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ୨୦୧୬ ମସିହାରୁ ଏହି ରାସ୍ତାକୁ ପକ୍କାରାସ୍ତା ତିଆରି…
Read More...