Browsing Tag

padampur news

ସର୍ଗିପାଲି ମଣ୍ଡଳରେ ନିର୍ବାଚନୀ ପ୍ରଚାର ମଙ୍ଗ ଧରିଲେ ରାଜ୍ୟ ପଦାଧିକାରୀ ଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ତାରିଖ ଯେତିକି ପାଖେଇ ପାଖେଇ ଆସୁଛି ପ୍ରଚାରରେ ଉଷ୍ମତା ବଢ଼ିବାରେ ଲାଗିଛି । ଗୋଟିଏ ପଟେ ବିଜେପିର କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ନେତା, ବିଧାୟକ, ରାଜ୍ୟ ସଭପତି, ରାଜ୍ୟ ପଦାଧିକାରୀଗଣ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା
Read More...

ପଦ୍ମପୁର ଉପନିର୍ବାଚନରେ ପ୍ରଚାରର ମଙ୍ଗ ଧରିବେ ଧର୍ମେନ୍ଦ୍ର ପ୍ରଧାନ

ଆସନ୍ତାକାଲି ଠାରୁ ୩ ଦିନିଆ ପ୍ରଚାରରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ପୃଥ୍ୱୀରାଜ ହରିଚନ୍ଦନନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ରେ ପଦ୍ମପୁରରେ ପ୍ରଚାର କରିବେରୋଡ ସୋ, ପଦଯାତ୍ରା ଓ ଜନସଭାର କାର୍ଯ୍ୟକ୍ରମ ରହିଛିଡିସେମ୍ବର ୩ରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେଆୟକର
Read More...

ପଦପୁର ଉପନିର୍ବାଚନରେ ପ୍ରଚାର କଲେ କେନ୍ଦ୍ର ରେଳମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ

କାଲି ଜମି ଦିଅ, ତାପର ଦିନ ପଦମପୁର ରେଳ ଲାଇନ କାମ ଆରମ୍ଭ ହେବ : ଅଶ୍ୱିନୀ ବୈଷ୍ଣବଫସଲ ବୀମା ରାଶିକୁ ଅଟକାଇ ଥିଲେ ରାଜ୍ୟ ସରକାର : ନରେନ୍ଦ୍ର ସିଂ ତୋମାର ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରୁ ନୂଆପଡା ଭାୟା ପଦ୍ମପୁର ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି
Read More...

ପଦ୍ମପୁରରେ ପହଞ୍ଚିଲା କୋସଲ ଜନ ଜାଗରଣ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ଚାଷୀ ଓ ଜିଲ୍ଲା ଦାବୀ ପରେ ମୁଣ୍ଡ ଟେକିଲାଣି କୋସଲ ରାଜ୍ୟ ଦାବୀ ପ୍ରସଙ୍ଗ । ଉପନିର୍ବାଚନରେ କୋସଲ ପ୍ରସଙ୍ଗ ଉଠାଇ ଆନ୍ଦୋଳନକୁ ଓହ୍ଲାଇ ପଡିଛି କୋସଲ ରାଜ୍ୟ ମୁକ୍ତି ମୋର୍ଚ୍ଚା । 'କୋସଲ କଥା କହେବା ଯିଏ, ଆମର ନେତା ସିଏ' ନାରା
Read More...

ଯଦି ମୋ ଉପରେ ରାଗ ଅଛି ତା’ହେଲେ ମୋତେ ପଛେ ମାଡ ମାର କିନ୍ତୁ ମୋର ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲର ଜର୍ଜଗଡ ଗାଁରେ ସୁନିଲ ନାମକ ଜଣେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କୁ ଗତକାଲି ବିଜେଡି ଦଳର ଗୁଣ୍ଡାମାନେ ମାଡ ମାରି ତାଙ୍କ ଘର ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ମନ୍ତ୍ରୀ ନବ ଦାସ ଯିଏ ବିଜୁ ଜନତା ଦଳ ପାଇଁ ପାଇକମାଲ ଦାୟିତ୍ୱରେ
Read More...

ରାଜ୍ୟ ସରକାର କେନ୍ଦୁପତ୍ରରୁ ଦୁଇ ଶହ କୋଟି ଟଙ୍କା ଆୟ କରୁଛନ୍ତି କିନ୍ତୁ କେନ୍ଦୁପତ୍ର ଶ୍ରମିକ ଓ କର୍ମଚାରୀଙ୍କ ଦୁଃଖ…

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଗୋଛା କଟାଳୀ, ସିଜନାଲ ଷ୍ଟାଫଙ୍କୁ ଓଡିଶା ସରକାର ଅବହେଳିତ, ଅଣଦେଖା ଓ ପ୍ରତାରଣା କରି ଚାଲିଛନ୍ତିମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଜାନୁୟାରୀ ୧୩ରେ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ସମାବେଶରେ ସିଜନାଲ ଷ୍ଟାଫଙ୍କ ଚାକିରି ସର୍ତାବଳୀ ଲାଗୁହେବ ପାଇଁ ଘୋଷଣା
Read More...

ବେସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଓ ମନ୍ତ୍ରୀଙ୍କ ବୈଠକ : ପଦ୍ମପୁର ବିଧାନସଭା ଉପନିର୍ବାଚନର ଆଚରଣ ବିଧି ଉଲ୍ଲଘଂନର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଧାନସଭା ଉପନିର୍ବାଚନରେ ଆସିଲା ପ୍ରଥମ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ନିର୍ବାଚନ ଅଧିକାରୀ ତଥା ପଦ୍ମପୁର ଉପଖଣ୍ଡ ଅଧିକାରୀଙ୍କୁ ସାକ୍ଷାତ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୂଜାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାତ୍ର ଦାଖଲ
Read More...

ଗ୍ରାମାଞ୍ଚଳରେ ଜମୁଛି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନିର୍ବାଚନୀ ପ୍ରଚାର

ଶତ ପ୍ରତିଶତ ବଢୁଛି ଭୋଟର ସମର୍ଥନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଜୋରସୋର ଚାଲିଛି ନିର୍ବାଚନୀ ପ୍ରଚାର । ଆଜି ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ ୧ ପୁରେନା, ଖପରିଡିହି, ମୋତିପାଲି, ପତ୍ରାପାଲି, ବରତୁଣ୍ଡା,
Read More...

ପଦ୍ମପୁର ଉପନିର୍ବାଚନରେ ଷ୍ଟାର୍‌ ପ୍ରଚାରକଙ୍କ ଜୋର୍‌ସୋର୍‌ ଭିଡ଼ ଜମିବ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନରେ ଷ୍ଟାର୍‌ ପ୍ରଚାରକଙ୍କ ଜୋର୍‌ସୋର୍‌ ଭିଡ଼ ଜମିବ । ଏଥିପାଇଁ ପ୍ରମୁଖ ଦଳଙ୍କ ଅଂଟା ଭିଡ଼ାଭିଡ଼ି ଆରମ୍ଭ ହୋଇଯାଇଛି । ଏବେ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ିର ପ୍ରାର୍ଥୀଙ୍କ ସହ ସମୁଦାୟ ୧୧ ଜଣ ପ୍ରାର୍ଥୀ
Read More...

ପ୍ରଦୀପଙ୍କୁ ଲୋକଙ୍କ ବ୍ୟାପକ ସମର୍ଥନ : ଗାଁ ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୫ ଡିସେମ୍ବର ପଦ୍ମପୁର ଉପ ନିର୍ବାଚନ ହେବାକୁ ଥିବା ବେଳେ ଜୋର ସୋରରେ ପ୍ରଚାର ଆରମ୍ଭ ହୋଇଛି । ଏଥର କିନ୍ତୁ ଗାଁ ଗାଁରେ ଏକ ନୂତନ ମହୋଲ ଦେଖାଯାଉଛି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଗାଁ ଗାଁରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା
Read More...