Browsing Tag

padampur news

ପଦ୍ମପୁର ଉପନିର୍ବାଚନ : ଦଶମ ରାଉଣ୍ଡ ସୁଦ୍ଧା ୧୯,୪୨୫ ଭୋଟରେ ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଦଶମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଦଶମ ରାଉଣ୍ଡ ସୁଦ୍ଧା ୫୪,୧୭୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୪,୭୪୮
Read More...

ପଦ୍ମପୁର ଉପନିର୍ବାଚନ : ନବମ ରାଉଣ୍ଡ ସୁଦ୍ଧା ୧୭,୪୪୫ ଭୋଟରେ ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ନବମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ନବମ ରାଉଣ୍ଡ ସୁଦ୍ଧା ୪୮,୫୮୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୧,୧୪୩
Read More...

ପଦ୍ମପୁର ଉପନିର୍ବାଚନ : ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଅଷ୍ଟମ ରାଉଣ୍ଡ ସୁଦ୍ଧା ୪୩୬୯୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨୮୧୫୦
Read More...

ପଦ୍ମପୁର ଉପନିର୍ବାଚନ : ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଛି । ପଞ୍ଚମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ପଞ୍ଚମ ରାଉଣ୍ଡ ସୁଦ୍ଧା ୩୬୧୯୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୭୮୧୬ ଖଣ୍ଡ
Read More...

ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୦୫୯୮, ବିଜେପିକୁ ୬୯୭୯ ଓ କଂଗ୍ରେସକୁ ୩୬୬ ଖଣ୍ଡ ଭୋଟ ମିଳିଛି ।
Read More...

ପଦ୍ମପୁରରେ ଭୋଟ ଗଣତି ଆରମ୍ଭ : କାହାର ହେବ ପଦ୍ମପୁର ଗଡ଼, ୧୦ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୮ଟାରୁ ପଦ୍ମପୁରରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ପ୍ରଥମେ ପୋଷ୍ଟାଲ ଭୋଟ କାଉଣ୍ଟିଂରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣନା ପରେ ସ୍ପଷ୍ଟ ହୋଇଯିବ ଯେ, ପଦ୍ମପୁର ଆସନ କିଏ ହାତେଇବ ଓ କାହା ମୁଣ୍ଡରେ ହାତୀ
Read More...

ପଦ୍ମପୁରରେ ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ନେଇ ସୂଚନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁରରେ ଉପନିର୍ବାଚନ ଚାଲୁଥିବା ବେଳେ ରେକର୍ଡ ମତଦାନ ହୋଇଥିବା ନେଇ ସୂଚନା ରହିଛି । ସଂଧ୍ୟା ୬ଟା ସୁଦ୍ଧା ୮୦.୫୦% ଭୋଟଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ।
Read More...

ପଦ୍ମପୁର ଉପନିର୍ବାଚନ : ସରିଲା ପ୍ରଚାର, ୫ରେ ଭୋଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସମୟ ସମାପ୍ତ ହୋଇଛି । ଆସନ୍ତା ୫ ତାରିଖ ଦିନ ଭୋଟ । କାହା ସପକ୍ଷରେ ଜନତା ଜନାର୍ଦ୍ଦନ ଭୋଟ୍‌ ଦେବେ, ତାହା ଭୋଟ ଗଣତି ପରେ ଜଣାପଡିବ । ସୂଚନାଯୋଗ୍ୟ ଯେ, ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରମୁଖ ଦଳ ବିଜେଡି ଓ
Read More...

ପଦ୍ମପୁର ଉପନିର୍ବାଚନର ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମୁଛି ପଦ୍ମପୁର ଉପନିର୍ବାଚନ । ପଦ୍ମପୁର ଉପନିର୍ବାଚନର ପ୍ରଚାର ମଙ୍ଗ ଧରିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂହବରିହାଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ
Read More...

ପଦ୍ମପୁର ପାଇକମାଲରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ବଂଶଜ ପଦ୍ମପୁରବାସୀଙ୍କୁ ଶାସକ ଦଳ ଲୋକ କିମ୍ବା ପ୍ରଲୋଭନ ଦେଖାଇ ପ୍ରଭାବିତ କରିପାରିବ ନାହିଁ ବୋଲି ବୁଧବାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଓ ଅନେକ ସ୍ଥାନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ
Read More...