Browsing Tag

nuapada news

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ସିଡିପିଓଙ୍କ କାର୍ଯ୍ୟାଳୟର କିରାଣୀ

ନୂଆପଡ଼ା : ନୂଆପଡା ସିଡିପିଓଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ପ୍ରତିମା ରାଣୀ ଦାସ ଆଜି ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ି ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରି ନିୟମିତ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିଲେ…
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ କୁଶ ହଂସ ପାଇଲେ ଟ୍ରାଇ ସାଇକଲ

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରାନୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହେଶ୍ୱର ଗାଁର କୁଶ ହଂସ ଜଣେ ଦିବ୍ୟାଙ୍ଗ ଅଟନ୍ତି । ପରିବାର କହିଲେ ସ୍ତ୍ରୀ ବାଘେନ ହଂସ ଆଉ ଦିବ୍ୟାଙ୍ଗ ପୁଅ ରୁପସୀ ହଂସ । ବଡ ପୁଅ ବାହାହେଲା ପରେ ଏବେ ଅଲଗା ରହୁଛନ୍ତି । କୁଶଙ୍କ ପରିବାରର ତିନି ଜଣଙ୍କୁ…
Read More...

ମର୍ମନ୍ତୁଦ ହତ୍ୟାକାଣ୍ଡ : ଗୁଳି କାଣ୍ଡରେ ଢ଼ାବା ମାଲିକାଣୀ ମୃତ

ନୂଆପଡ଼ା, (ଗୁରୁଦୟାଲ ହଂସ) : ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଗୁଳି କାଣ୍ଡରେ ଝଣେ ଢ଼ାବା ମାଲିକାଣୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ବାସନ୍ତୀ ଢ଼ାବାରେ ଗୁଳିକାଣ୍ଡ ଘଟିଥିବା ବେଳେ ଜଣେ ଅଜଣା ବ୍ୟକ୍ତିଙ୍କ…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀଙ୍କ ଟ୍ୱିଟ୍‌ ପରେ ଅସହାୟ ପରିବାର ପାଇଲେ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ପଞ୍ଚାୟତ ବାବେଘାଟି ଗାଁରେ ଦେଖିବାକୁ ମିଳୁଛି ଏକ ଦୁଃଖଦ ଘଟଣା । କରୋନା କାଳରେ କାମଧନ୍ଦା ଅଭାବରୁ ବାବେଘାଟି ଗାଁର ଦିଗବଳ ଅଦା ନିଜର ସ୍ତ୍ରୀ ପ୍ରିୟତମାଙ୍କ ସହ ମିଶି ଗତ ଡିସେମ୍ବର ମାସରେ ଆନ୍ଧ୍ରାକୁ କାମ କରିବାକୁ ଯାଇଥିଲେ । ସେଠାରେ…
Read More...

ନୁଆପଡାରେ କାର୍ଯ୍ୟରତ ୱାଚର ଦୁର୍ଘଟଣାଗ୍ରସ୍ତ : ଚିକିତ୍ସା ପାଇଁ ବୁର୍ଲାରେ ଭର୍ତ୍ତି

ନୁଆପଡା, (ନିରୋଜ କୁମାର ପାଣୀ) : ଖରିଆର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ନୁଆପଡା ରେଞ୍ଜର ଗୋଦାମ ଘର ମରାମତି ବେଳେ କାର୍ଯ୍ୟରତ ୱାଚର ଚମ୍ପେଶ୍ଵର ସାହାଣୀ ଗୋଦାମ ଘର ଉପରୁ ୧୦ ଫୁଟ ତଳକୁ ପଡି ଗୁରୁତର ଆହତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସୂଚନାରୁ…
Read More...

ବିରାଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ଆତ୍ମ ସୁରକ୍ଷା ତାଲିମ

ନୂଆପଡା, (ସୁରେନ୍ଦ୍ର ପ୍ରସାଦ ତିୱାରି) : ଜିଲ୍ଲା ଆଦିବାସୀ ଗଣ୍ଡୱାନା ସେବା ସଂଘ ଟ୍ରଷ୍ଟ ଆନୁକୂଲ୍ୟରେ ୪୫୮ତମ ବିରଙ୍ଗନା ରାଣୀ ଦୁର୍ଗାବତୀ ବଳିଦାନ ଦିବସ ଓ ମହିଳା, ବାଳିକାଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ପତୋରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଅଞ୍ଚଳର ବିକାଶ ହୋଇ ପାରୁନାହିଁ : ସାଧାରଣରେ ଆଲୋଚନା

ନୂଆପଡା, (ନିରୋଜ କୁମାର ପାଣୀ) : କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମ ପଞ୍ଚାୟତ ବନ ଜଙ୍ଗଲରେ ଘେରା ପ୍ରାକୃତିକ ସବୁଜିମା ବେଷ୍ଟିତ ଏକ ଆଦିବାସୀ ଓ ହରିଜନ ବହୁଳ ଅଞ୍ଚଳ । ଏଠାରେ ଉନ୍ନୟନର ସମସ୍ତ ଆନୁସଙ୍ଗିକ ସୁବିଧା ଥିଲେ ସୁଦ୍ଧା ଜନପ୍ରତିନିଧିମାନଙ୍କ ନୀରବତା ଓ ଜିଲ୍ଲା ପ୍ରଶାସନର…
Read More...

ସରକାରୀ ସହାୟତା ପାଇବେ ବାପାମା’ଙ୍କୁ ହରାଇଥିବା ଦୁଇ ଅନାଥ ଶିଶୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଭେଡେନ ବ୍ଲକ ଭଇସାଦାନୀ ଗାଁର ପତିପତ୍‌ତ୍ନୀ ଧନସିଂ ପହରିଆ ଓ ସାବିତ୍ରୀ ପହରିଆଙ୍କ ଗୋଟିଏ ବର୍ଷରେ ଦୁହିଁଙ୍କ ଦେହାନ୍ତ ପରେ ଦୁଇ ଭାଇ ଭଉଣୀ ଅନାଥ ହୋଇ ଯାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଗୋଟିଏ ବର୍ଷର ବ୍ୟବଧାନ ମଧ୍ୟରେ ସ୍ତ୍ରୀଙ୍କ ମଧ୍ୟ…
Read More...

ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା

ନୂଆପଡ଼ା : ଆସନ୍ତା ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନଏସିକୁ ସଟଡାଉନ ଘୋଷଣା କରାଯାଇଥିବା ସୂଚନା ମିଳିଛି । ସଟଡାଉନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ସଟଡାଉନରେ ଦୋକାନ ବଜାର, ରେଷ୍ଟୁରାଣ୍ଟ, ଢ଼ାବା, ବ୍ୟାଙ୍କ, ସରକାରୀ କାର୍ୟ୍ୟାଳୟ,…
Read More...

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଅବସରରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ପାଇଁ ୪ ହଜାର କୋଟି ଟଙ୍କାର ବିଭିନ୍ନ…

ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଠାରେ ଆୟୋଜିତ ସଭାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ…
Read More...