Browsing Tag

nuapada news

ତାରରେ କପଡା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଆଈ, ନାତୁଣୀ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସହର ନିବାସୀ ସହଦେବ ବାଗଙ୍କ ଝିଅ ରିତାରାଣୀ ବାଗ(୨୦) ନିଜ ମାମୁ ଘର ଛତିଶଗଡ଼ ମହାସମୁନ୍ଦ ଠାରେ ସୋମବାର ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ଆଈ(ନାନୀ ମା') ଉକିଆ ରାଣୀ…
Read More...

ମରୁଡି ପରସ୍ଥିତି ଅନୁଧ୍ୟାନ କଲେ ବିଜେପିର ଉଦନ୍ତୀ ମଣ୍ଡଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିନାପାଲି ବ୍ଲକରେ ବିଜେପି ମରୁଡି ଅନୁଧ୍ୟାନକାରୀ ଦଳ ପହଞ୍ଚି ମରୁଡି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶିବ ପ୍ରଶାଦ ମୁଣ୍ଡଙ୍କ ନେତୃତ୍ୱରେ ମରୁଡି ପ୍ରଭାବିତ ଅଞ୍ଚଳ ପରିଦର୍ଶନ…
Read More...

ରାଜ୍ୟରେ ସାର ଯୋଗାଇ ଦେବା ଦାବୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଚାଷୀଙ୍କ ସ୍ୱାର୍ଥକୁ ଦୁଷ୍ଟିରେ ରଖି କେନ୍ଦ୍ର ସରକାର ସାର ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଚାଷୀ ରୁଆ ବେଉଷଣ ସରିବା ପରେ ସାର ଯୋଗାଇବାରେ ନିଅଣ୍ଟ ହୁଏ । ତେବେ ଲାଭ କ'ଣ ବୋଲି…
Read More...

ଚାଷୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ହେଲେ ହଜାର ହଜାର ଚାଷୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପକ୍ଷରୁ ହଜାର ହଜାର ଚାଷୀ ଏକତ୍ରିତ ହୋଇ ଚାଷୀ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବିରାଟ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା ଅନୁସାରେ କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ଗ୍ରାମ ଜାତୀୟ ରାଜପଥ…
Read More...

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ସିଙ୍ଗଝର ପଂଚାୟତ ସୋନଭରଷା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ସେହି ଗ୍ରାମର ଯୁବକ ବସନ୍ତ ରାଉତ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା କ୍ରମେ ଉକ୍ତ ଗ୍ରାମର ମହିଳା ଜଣକ ସକାଳ ୬ଟା ରେ ଗାଁ ପାଖ…
Read More...

ଯଶୋବନ୍ତଙ୍କ ଅଭିଯୋଗ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ

ନୂଆପଡା : ଅଭିଯୋଗ ଯଶୋବନ୍ତଙ୍କ ଅନୁମୋଦନ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଅନାଥ ଶିଶୁ । ସୂଚନା ଅନୁସାରେ ବର୍ଷକ ତଳେ ବାପା ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଥିବା ବେଳେ କିଛିଦିନ ତଳେ ତାଙ୍କର ମା'ଙ୍କ ଦେହାନ୍ତ ହେଲା । ମା' ବାପାଙ୍କୁ ହରାଇ ଦୁଇ ଶିଶୁ ବୃଦ୍ଧ…
Read More...

ଯଶୋବନ୍ତ ରଣାଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେବେ ଅସହାୟ ଶିଶୁ

ନୂଆପଡା : ନୂଆପଡା ଜିଲ୍ଲା ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୨ରେ ଆଇ ଭରସାରେ ୧୦ ବର୍ଷର ଶିଶୁ କନ୍ୟା ଦୟନୀୟ ଅବସ୍ଥାରେ ରହୁଥିଲେ । ଏଇ ଶିଶୁ କନ୍ୟାଙ୍କ ପିତା ୧୦ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ମାଁ ଅନ୍ୟତ୍ର ପଳାୟନ କରିଛନ୍ତି । ଯାହା ଫଳରେ ଶିଶୁଟି ନିରୁପାୟ ହୋଇ ତାଙ୍କର…
Read More...

ଯଶୋବନ୍ତଙ୍କ ଟ୍ୱିଟ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୩ ଅସହାୟ ଶିଶୁ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁର ନରେଶ ହଂସ ଓ ତାଙ୍କ ସ୍ତ୍ରୀ ନମିତା ହଂସ ରାତ୍ରୀ ଭୋଜନ ପାଇଁ ବସିଥିବା ବେଳେ ହଠାତ ଏକ ବଳେରୋ ଭାରସାମ୍ୟ ହରାଇ ମାଡିଗଲା ଘର ଭିତରକୁ । କେହି କିଛି ବୁଝିବା ଆଗରୁ ନମିତାଙ୍କ ଜୀବନ ଚାଲିଗଲା । ଗୁରୁତର…
Read More...

ସର୍ପାଘାତରେ ମୃତ ପରିବାରକୁ ମିଳିବ ସରକାରୀ ସହାୟତା

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ଦେଓହର୍ଦା ପଞ୍ଚାୟତ ଙ୍କୁଞ୍ଜଳପଡା ଗାଁର କଦମ୍ବ ନାଗଙ୍କ ସ୍ତ୍ରୀ ଉଷାଦେଇ, ଝିଅ ପୁଷ୍ପାଞ୍ଜଳି ନାଗ ଓ ପୁଅ ଧନୀରାମ ନାଗଙ୍କୁ ନେଇ ତାଙ୍କ ପରିବାର । ସୂଚନା ଅନୁସାରେ ଜମି ବାଡ଼ି କହିଲେ କିଛି ନାହିଁ । କୁଲି ମଜୁରି କରି ପରିବାର ପ୍ରତି ପୋଷଣ କରନ୍ତି…
Read More...

ଭିଜିଲାନ୍ସ ଜାଲରେ ପଡିଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ

ନୂଆପଡା : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଶ୍ରୀ ଧଳ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ସରକାରୀ ଗାଡ଼ିରେ କଟକ ଯାଉଥିବା ବେଳେ ହଠାତ…
Read More...