Browsing Tag

nuapada news

ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା : ଆଏଜ୍‌ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ ଲୋକାର୍ପିତ କର୍‌ବେ…

ନୂଆପଡ଼ା : ହଁସ୍‌ବା ପଶ୍ଚିମ୍‌ ଓଡ଼ିଶାର୍‌ କ୍ଷେତ୍‌ ଖଲା । ଚାଷ କାମ୍‌ ଲାଗି ଆର୍‌ ନାଇଁ ରହେନ' ପାଏନ୍‌ ଲାଗି ମୁଡ଼୍‌ଦୁଖା । ଆଏଜ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କର୍‌ବେ ଲୋୟର ଇନ୍ଦ୍ର ଜଲ୍‌ସେଚନ ପ୍ରକଳ୍ପ । ଇଥି କମା‌ଣ୍ଡ ଏରିଆର ୯୦ ଶତକଡ଼ା ଖରିଫ୍‌ରେ ନିଶ୍ଚିତ…
Read More...

ଆସ‌ନ୍ତା କାଲି ନୂଆପଡ଼ା ଜିଲ୍ଲାରେ ଅନେକ ବିକାଶ ମୂଳକ କାର୍ଯ୍ୟ ଶୁଭାର‌ମ୍ଭ କରିବେ ମୁଖ୍ୟମ‌ନ୍ତ୍ରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ବିକାଶ ପର୍ବରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ନୂଆପଡ଼ା ଗସ୍ତରେ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ସବୁ ପ୍ରକଳ୍ପ…
Read More...

ପୁଣି ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡା : ପୁଣି ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛ‌ନ୍ତି । ଏମିତି ଏକ ଘଟଣା ନୂଆପଡା ଜିଲ୍ଲା ସିନାପାଲି ଥାନା ଧିଙ୍ଗିଆମୁଣ୍ଡା ଗାଁରେ ଘଟିଛି ବୋଲି ଖବର ମଳିଛି । ରୋମାଚନ ଦଣ୍ଡସେନା ନାମକ ଜଣେ ଚାଷୀ ଖରିଫ ଋତୁରେ ତିନି ଏକର ଧାନ ଚାଷ କରିଥିବା ବେଳେ ସ୍ଥାନୀୟ କେନ୍ଦୁମୁଣ୍ଡା ମଣ୍ଡିରେ…
Read More...

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂଆପଡା ଜିଲ୍ଲାରେ ଜିଲ୍ଲାବ୍ୟାପୀ ବନ୍ଦ ପାଳିତ

ନୂଆପଡ଼ା : ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଛି । ନୂଆପଡା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ସଭପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକତା ଛକ ନିକଟରେ ଏକତ୍ରିତ ହୋଇ ଜାତୀୟ ରାଜପଥକୁ ବନ୍ଦ କରି ଦେବାରୁ…
Read More...

ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଲା ଏସଟିଏଫ୍ : ୨ ଗରିଫ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପଳାଶପଡ଼ା ଛକରେ କଲର ପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅଚାନକ ଚଢ଼ାଉ କଲା ଏସଟିଏଫ୍ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଗିରଫ କରିବା ସହ କଲର ପତରିଆ ବାଘ ଛାଲକୁ ଜବତ କରିଛି । ଗିରଫ…
Read More...

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ : ୨ ମୃତ

ନୂଆପଡା : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି କନିଆ ଘର ଲୋକେ ପିକ୍‌ଅପ୍‌ ଭ୍ୟାନ ଯୋଗେ ୩୦ରୁ ଅଧିକ ଲୋକ ପୁଅ ଘରକୁ ଆସୁଥିଲେ ତେବେ ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳର ୩୫୩ ନମ୍ୱର ଜାତୀୟ ରାଜପଥର କ୍ରିଷ୍ଣାଛକରେ ଭାରସାମ୍ୟ ହରାଇ…
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା କାର୍

ନୂଆପଡା : ଗତକାଲି ରାତିରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମହେଶ୍ଵର ଠାରେ ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ଇନୋଭା କାର । ଫଳରେ ଘଟଣା‌ସ୍ଥଳରେ ଇନୋଭା ଗାଡ଼ିର ଜଣେ ମୃତ୍ୟୁ ହୋଇଥିବା ବେଳେ, ଚାରି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ…
Read More...

ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକ‌ର୍ତ୍ତା ଚୟନ

ନୂଆପଡା, (ନିରୋଜ କୁମାର ପାଣୀ) : ଆଜି ଖଡ଼ିଆଳ ଠାରେ ଅନୁଷ୍ଠିତ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ନୂତନ ପଦାଧିକାରୀ ସର୍ବସମ୍ମତି କ୍ରମେ ଚୟନରେ ସଭାପତି ଲୋକନାଥ ମହାପାତ୍ର, ଉପ ସଭାପତି ଅଜିତ ଯୋଶୀ, ସମ୍ପାଦକ ସୁଜିତ ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଟିକେଶ୍ୱର…
Read More...

୨୪ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ : ୪ ଜଣ ଅଭିଯୁକ୍ତ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ପୋଲିସକୁ ପୁଣି ସଫଳତା ମିଳିଛି । ଗତକାଲି ଖଡିଆଳ ସହରର ଗୁରୁନାନକ ଛକରୁ ୨୪କେଜି ୬୫୦ ଗ୍ରାମର ଏକ ଗଞ୍ଜେଇ ଭର୍ତ୍ତି ଜରିବସ୍ତା ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ଆଜି ଖଡିଆଳ ଏସଡିପିଓ ସନ୍ତକ ଜେନା ସାମ୍ବାଦିକ ସମ୍ମିଳନୀରେ…
Read More...

ନିଧି ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡା : ମର୍ଯ୍ୟାଦା ପୁରୁଷ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ନିଧି ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଡିଆଳ ନଗରର ପ୍ରତି ୱାର୍ଡରୁ ସମସ୍ତ କାର୍ଯ୍ୟକର୍ତ୍ତା ଯୋଗଦାନ ପୂର୍ବକ ରାଷ୍ଟ୍ର କାର୍ଯ୍ୟରେ ସହଭାଗୀ ହୋଇ…
Read More...