Browsing Tag

nuapada news

ବିନା ଭକତରେ ହେବ ସୁନାଦେଈ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଞ୍ଚଳର ଆରାଧ୍ୟଦେବୀ ମାଁ ସୁନାଦେଈଙ୍କ ପ୍ରସିଦ୍ଧ ସୁନାଦେଈ ଯାତ୍ରା ଆସନ୍ତା କୁମାର ପୂର୍ଣ୍ଣିମାରେ ଆରମ୍ଭ ହେବ । ସୁନାଦେଈ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ…
Read More...

ନୂଆପଡା ଜିଲ୍ଳାର ମହିଳା ରାଜମିସ୍ତ୍ରୀ ପଦ୍ମିନୀ ରଣା

ନୂଆପଡା, (ନିରାକାର ମେହେର) : ସବୁବେଳେ କଥା କଥାରେ ପୁରୁଷ ଓ ମହିଳାଙ୍କ କାମକୁ ନେଇ ବହୁତ ସ୍ଥାନରେ ତୁଳନା କରାଯାଏ । ଏହି କାମ ମହିଳାମାନେ କରିପାରନ୍ତି ନାହିଁ ପୁରୁଷମାନେ କରିପାରନ୍ତି । ଏମିତି କଥା ସବୁବେଳ ଶୁଣିବାକୁ ମିଳେ । ଏପରି ଏକ ଦୃଶ୍ୟ ଦେଖିବାକୁ ମଳିଛି ନୂଆପଡା ଜିଲ୍ଲା କୋମନା…
Read More...

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମପଂଚାୟତ ଖଏରଭାଡ଼ି ଗ୍ରାମର ମିଳାପ ଠେଲା ନିଜ ବିଲକୁ ଯାଉଥିବା ବେଳେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା, ମିଳାପ ନ ଜାଣି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣା ନେଇ…
Read More...

ସିନାପାଲିରେ ଜଳସେଚନ ପାଇଁ ଜଳସମ୍ପଦ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେଲା ବିଜେଡ଼ି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଜଳସେଚନ ସୁବିଧା ପାଇଁ ବିଜେଡ଼ି ପକ୍ଷରୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ନୂଆପଡ଼ା ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲଙ୍କ ନେତୃତ୍ଵରେ ଏକ…
Read More...

ନୂଆପଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁଷ୍ମାନ ଯୋଜନା ଫେଲ : ସାଧାରଣରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ଏବଂ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଆୟୁଷ୍ମାନ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଅନେକ ଜନ ହିତକର ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏସବୁ ଯୋଜନା ନାମକୁ ମାତ୍ର ହୋଇ ରହିଯାଉଛି ବୋଲି ମତପ୍ରକାଶ…
Read More...

ପ୍ରକୃତିର ଦାନ ଉପକାଗଙ୍ଗା ଓ କପାଟ ଦରହ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥାନ ରହିଛି । ପ୍ରାକୃତିକ ଦୃଶ୍ୟ ସହିତ ନିଆରା ପରିବେଶର ମଜା ନେବା ପାଇଁ ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ଜିଲ୍ଲାର ବୋଡେ଼ନ ବ୍ଲକ ଝରଣାମାଲ ଗାଁରେ ରହିଛି ଏଭଳି ଏକ…
Read More...

ପ୍ରେମୀଯୁଗଳଙ୍କ ନିଖୋଜ ଘଟଣା : ୩ ଦିନ ପରେ ମୃତଦେହ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଧରମବନ୍ଦା ଥାନା ଗୋଧସ ଜଳ ପ୍ରପାତକୁ ଡେଇଁ ଗତ ୩ ଦିନ ହେବ ନିଖୋଜ ଥିବା ପ୍ରେମୀଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ୪୬ ଘଣ୍ଟା ପରେ ଆଜି ପ୍ରେମୀଯୁଗଳଙ୍କ ମୃତଦେହ ନୂଆପଡ଼ା ଅଗ୍ନଶମ ବିଭାଗ ଉଦ୍ଧାର କରିଛି । ମିଳିଥିବା ସୂଚନା ମୁତାବକ,…
Read More...

ଗୋଧସ ଜଳ ପ୍ରପାତରେ ପୁଣି ଅଘଟଣ, ଯୁବକଯୁବତୀ ନିଖୋଜ

ନୂଆପଡା, (ନିରାକାର ମେହେର) : ଆଜି ପ୍ରାତଃ ପ୍ରାୟ ଆଠଟା ସମୟରେ ନୂଆପଡା ସଦର ବ୍ଲକ ଠାରୁ ୨୫ କିମି ଦୂର ଭରୁଆମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓ ସୁନାବେଡା ଅଭୟାରଣ୍ୟରେ ଅବସ୍ଥିତ ଗୋଧସ ଜଳ ପ୍ରପାତ ଉପରୁ ଡେଇଁ ଦୁଇ ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେମାନେ ଛତିଶଗଡ଼…
Read More...

ସୁନାରିସିକୁଆଁ ହତ୍ୟା ଘଟଣାର ପର୍ଦାଫାସ୍‌ : ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା…
Read More...

ପ୍ରସ୍ତାବିତ ଉଦନ୍ତୀ ବ୍ୟାରେଜ ପାଇଁ ଗୋର୍ଲାରେ ମହାସଭା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପାତିଆଲପଡାରେ ଅପର ଉଦନ୍ତୀ ବ୍ୟାରେଜ ନିର୍ମାଣ ପ୍ରସ୍ତାବିତ ଅଛି । ଏନେଇ ସୋମବାର ଗୋର୍ଲା ପଂଚାୟତ କାର୍ଯ୍ୟାଳୟରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ହୋଇଯାଇଛି । ଏଥିରେ ଅଞ୍ଚଳର…
Read More...