Browsing Tag

nuapada news

ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା, ଯାତାୟାତ ପାଇଁ ନାହିଁ ରାସ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥା କହିଲେ ନସରେ । କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡାବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଆଜିକୁ ଦୀର୍ଘଦିନ…
Read More...

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବ୍ଳକ ସ୍ତରୀୟ ଅଦ୍ଵିକା…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜୟ କିଷାନ ହାଇସ୍କୁଲ ପରିସରରେ ବିଶ୍ଵ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଖଡ଼ିଆଳ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ପ୍ରକଳ୍ପ ଅଧିକାରୀ ମନକୁମାରୀ ଲମ୍ବୋଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଅଦ୍ଵିକା…
Read More...

ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବ : ଆଦର୍ଶ ଯୁବକ ସଂଘ ତରଫରୁ ସିନାପାଲି ଥାନାରେ ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ଆଦର୍ଶ ଯୁବକ ସଂଘ ତରଫରୁ ନବ ନିର୍ମିତ ବିଜୁ ଏକ୍ସପ୍ରେସ ରାସ୍ତା କଡରେ ମଦୁଆଙ୍କ ପାଦୁର୍ଭାବକୁ ନେଇ ଆଦର୍ଶ ଯୁବକ ସଂଘ ସଦସ୍ୟମାନେ ସିନାପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ସିନାପାଲି ବିଜୁ…
Read More...

ବୋଡେନ ବ୍ଲକରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଟେମରି ଏବଂ ଡ଼ଣେଇବସା ଚାରିଛକ ପଡିଆରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ନୂଆଁଖାଇ ହେଉଛି ଭିନ୍ନ ଏକ ପରମ୍ପରା । ସପ୍ତପୁରୀ ଅମାବାସ୍ୟାଠାରୁ ଆରମ୍ଭ କରି ଦଶହରା ଦଶମୀ ତିଥି ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ…
Read More...

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୮୩ ନମ୍ବର ପାହ୍ୟାରେ ଖଡ଼ିଆଳର ଆର୍ତତ୍ରାଣ ତାଣ୍ଡି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଲାଳସାହେବପଡାର ଜଣେ ମଧ୍ୟବିତ୍ତ ପରିବାରର ପିତା ଭଜମନ ତାଣ୍ଡି ଓ ମାତା ବାସନ୍ତୀ ତାଣ୍ଡିଙ୍କ ଚାରି ପୁଅଝିଅଙ୍କ ମଧ୍ୟରୁ ଦ୍ଵିତୀୟ ନମ୍ୱର ହେଉଛନ୍ତି ଆର୍ତ୍ତତ୍ରାଣ । ସେ ଖଡ଼ିଆଳ ସ୍ଥିତ ପବ୍ଲିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପାଠ…
Read More...

ପାଣିଟାଙ୍କି ମଟର ଗୃହ ଭିତରୁ ଚୋରି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ପଂଚାୟତର ପରିମଳ ଓ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ତିଆରି ହୋଇଥିବା ପାଣିଟାଙ୍କି ଗୃହ ଭିତରୁ ଅନେକ ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାନମହେଶ୍ୱର ଗ୍ରାମ…
Read More...

ଦୁର୍ଘଟଣା ଘଟି ଅଳ୍ପକେ ରକ୍ଷା ପାଇଲେ ଦୁଇ ବାଇକ ଆରୋହୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡେନ ଛକ ନିକଟରେ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁସାରେ ଖଡ଼ିଆଳର ରୋମାଞ୍ଚଳ ସାହୁ (୫୦) ଓ ମଣ୍ଡୋସିଳ ଗ୍ରାମର କାହ୍ନୁ ସାହୁ (୩୦) ଏକ ବାଇକରେ ଖଡ଼ିଆଳ ପଟକୁ ଆସୁଥିବା ବେଳେ ବୋଡେନ…
Read More...

ପ୍ଲାଷ୍ଟିକ ମୁକ୍ତ ଭାରତ ଆହ୍ୱାନ : ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଞ୍ଚାୟତ ପଣ୍ଡରାପଥର ଗ୍ରାମରେ ନେହେରୁ ଯୁବକେନ୍ଦ୍ର, ଅଙ୍ଗନୱାଡ଼ି କର୍ମୀ, ୱାର୍ଡ ମେମ୍ବର ଏବଂ ଗ୍ରାମର ଧରୁଆବୁଢ଼ା ଯୁବକ ସଂଘର ମିଳିତ ଉଦ୍ୟମରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ…
Read More...

ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ତରଫରୁ ଶ୍ରମିକ ଗର୍ଜ୍ଜନ ସମାବେଶ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାକ ଶ୍ରମିକ ଆସି ସମାବେଶରେ ଯୋଗ ଦେବା ସହିତ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରମିକ ମହାସଂଘ…
Read More...

ପାନୀୟ ଜଳ ବଣ୍ଟନରେ ଅନିୟମିତତା : ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ପାନୀୟଜଳ ଉତ୍କଟ ସମସ୍ୟାରେ ଅତିଷ୍ଠ ହୋଇ ଶେଷରେ ନିଆଁ ଜାଳି ରାଜରାସ୍ତା ଅବରୋଧ କଲେ ସାଧାରଣ ଲୋକେ । । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଗ୍ରାମକୁ ପାନୀୟ ଜଳ ବଣ୍ଟନ ନେଇ ବ୍ୟାପକ ସମସ୍ୟା ଦେଖାଯାଉଛି । ଫଳରେ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ବଣ୍ଟନ…
Read More...