Browsing Tag

nuapada news

ଭୁଶୁଡ଼ି ପଡ଼ିଲା ୩୦ ବର୍ଷ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ୍

ନୂଆପଡ଼ା, (ନିରାକାର ମେହେର) : ଭୁଶୁଡ଼ି ପଡ଼ିଲା ୩୦ ବର୍ଷ ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ୍ । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସ୍ଥାପନା ଦିବସ ଏପ୍ରିଲ ୧, ୧୯୯୩ରୁ ଏହି ଫାଟକ ତିଆରି ହୋଇଥିଲା । ଭୁଶୁଡ଼ିବା ପୂର୍ବରୁ ଜିଲ୍ଲାପାଳ ଏହି ଗେଟ୍ ଦେଇ ଯାଇଥିଲେ । ପରେ ପରେ ପୋଲିସ…
Read More...

ଚେକଂ ଚିକିତ୍ସାରେ ଗଲା ଜୀବନ

ନୂଆପଡା, (ନିରାକାର ମେହେର) : ଅନ୍ଧ ବିଶ୍ୱାସର କରୁଣ ପରିଣତି । ନୂଆପଡା ଜିଲ୍ଲାରେ ପୁଣି ଘଟିଛି ଅଭାବନୀୟ ଘଟଣା । ଦୁଇ ମାସର ଶିଶୁ ପେଟରେ ଚେଙ୍କ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା କୁସୁମଖୁଣ୍ଟା ଗାଁର ଲାଲାଧର ବଚ୍ଛାଙ୍କ ଦୁଇ ମାସର ଶିଶୁ କୁଲଦୀପ ବଚ୍ଛାଙ୍କର…
Read More...

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚଉଁରା ଗାଁର ଝରନି ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ନାବାଳକମାନେ ହେଲେ ବୃଷଭ ବନ୍ଦୀଛୋର(୯) ଏବଂ ଅମିତ ବନ୍ଦୀଛୋର(୭) । ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଦୁଇ ସାଙ୍ଗ…
Read More...

ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆପଡ଼, (ନିରାକାର ମେହେର) : ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଫିସ୍‌ ଭିତରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ । ତାଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନୂଆପଡ଼ା ତହସିଲ୍‌ ଅଫିସ ଆଗରେ ଏହି ଅଭାବନୀୟ କାଣ୍ଡ…
Read More...

ପଇଁତରା ମାରୁଛି ବାଘୁଣୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ବ୍ଲକ କୁକୁଡ଼ାତାଲ ଗାଁ ନିକଟ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ପଇଁତରା ମାରୁଛି ବାଘୁଣୀ । ସାଙ୍ଗରେ ଶାବକ ଅଛି । ଏଣୁ ସେ ଅଧିକ ହିଂସ୍ର ହେଉଛି । ଦିନବେଳେ ଜଙ୍ଗଲରେ ବୁଲୁଛି ଏବଂ ରାତି ହେଲେ ଗୃହପାଳିତ ପଶୁଙ୍କୁ ଉଠାଇ ନେଉଛି । ଗତ ୭…
Read More...

ଆନ୍ଧ୍ରପ୍ରଦେଶରେ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅର୍ନ୍ତଗତ ତାଲାକୋଟ ଗ୍ରାମର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶରେ ବନ୍ଧା ପଡିଥିବା ଏକ ଭିଡିଓ ଘୁରି ବୁଳୁଛି । ଏମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଓ ୩ ଜଣ ଯୁବତୀ ଥିବାର ଜଣାପଡିଛି । ସେମାନେ ହେଲେ ଲଛମନି ମାଝି, ଝଳସାଏ ମାଝି,…
Read More...

ନୂଆପଡାରେ ୭୬୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାକୁ ଦୁଇ ବର୍ଷ ପରେ ପୁଣି ଥରେ ମୁଖ୍ୟ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି । ଏହା ପୂର୍ବରୁ ୨୦୨୧ରେ ଖଡ଼ିଆଳ ଆସି ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ…
Read More...

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଇକ, ୧ ମୃତ

ନୂଆପଡ଼ା, (ନିରାକାର ମେହେର) : ଆଉ ୬ ଦିନ ପରେ ବିବାହ ଥିଲା । ବିବାହ ପାଇଁ ନିମନ୍ତ୍ରଣ ବାଣ୍ଟୁଥିଲେ । ହେଲେ ବିବାହ ବେଦିରେ ବସିବା ପୂର୍ବରୁ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଜେଂଜରା ଗାଁର ଏମିତି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି ।…
Read More...

ବୁଲୁଛି କଲରାପତରିଆ ବାଘ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ବାଘ ଆତଙ୍କ । ଧରମବନ୍ଧା ଥାନା ଲୋଡ୍ରା ଗାଁରେ ବୁଲୁଛି କଲରାପତ୍ରିଆ ବାଘ । ସୋମବାର ଏକ ବାରହା ଖାଇଥିବା ବେଳେ ମଙ୍ଗଳବାର ଏକ ଗାଈ ମାରି ଖାଇଥିବା ଜଣାପଡିଛି । ଖବର ପାଇ ବନ ବିଭାଗ ୫ଟି କ୍ୟାମେରା ଲଗାଇଥିବା ବେଳେ ସେଥିରେ କଲରାପତ୍ରିଆ ବାଘର…
Read More...

ବଣ ପାହାଡ ଘେରା ଦୁର୍ଗମ ଅଂଚଳରେ ପିଡିଏସ୍‌ ଚାଉଳ ବଣ୍ଟନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଦୁର୍ଗମ ପାହାଡିଆ ଅଂଚଳ ସୁନାବେଡା ଓ ଶୋଷେଙ୍ଗ ଗ୍ରାମ ପଞ୍ଚାୟତରେ ପିଡିଏସ୍‌ ଚାଉଳ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ରଣା ଯୋଗଦାନ କରି ଉଦ୍‌ଘାଟନ କରିଥିଲେ…
Read More...