Browsing Tag

nuapada news

ନୂଆପଡାରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳବାସୀ ଏବେ ବାଘ ଆତଙ୍କରେ ଥରହର ହେଉଛନ୍ତି । ଅଭୟାରଣ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଗୋଟିଏ ବାଘ ଏବଂ ଗୋଟିଏ ବାଘୁଣୀ କ୍ରମାଗତ ଭାବେ ଜନବସତି ଉପରେ ଆକ୍ରମଣ କରୁଛନ୍ତି । ଅଭୟାରଣ୍ୟ ସଂଲଗ୍ନ ଉତ୍ତର ପଟେ ନୂଆପଡ଼ା…
Read More...

ଝଡିବର୍ଷାରେ ରାସ୍ତାଘାଟ ବେହାଲ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ସମେତ ଗ୍ରାମାଞ୍ଚଳରେ ଗତ ଏକ ସପ୍ତାହ ହେଲା ଝଡିବର୍ଷା ଲାଗି ରହିଛି । ଯାହାଫଳରେ ରାସ୍ତାଘାଟ ବେହାଲ ହୋଇପଡିଛି । ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ସାନମହେଶ୍ୱର ଗ୍ରାମ ପଞ୍ଚାୟତ ସୁନାମୁଦି ଗ୍ରାମଠାରୁ ରାଜମୁଣ୍ଡା ଗ୍ରାମ…
Read More...

ଯୁବକଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁ ନିକଟ ଗୋପୀପଦର ଛକ ରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଜଣାପଡିଛି । ମୃତକଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ସୂଚନା ପରେ ଫିରିଙ୍ଗିଆ ପୁଲିସ…
Read More...

ପଂଚାୟତ ବ୍ୟାଙ୍କିଙ୍ଗ ସେବା ରଥର ଶୁଭାରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ରଥ ଓ ଦିନିକିଆ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବରଗାଁ ସମବାୟ ସମିତି ସଭାପତି ସତ୍ୟପ୍ରିୟ ମୁଣ୍ଡା କାର୍ଯ୍ୟକ୍ରମର ଶୁଭ…
Read More...

ବଜାର ଭିତରେ ମହୁମାଛି ଆକ୍ରମଣ : ୫୦ରୁ ଅଧିକ ଆହତ

ନୂଆପଡା, (ନିରାକାର ମେହେର) : ଖରିଆର ବ୍ଲକ ଅନ୍ତର୍ଗତ ଦୋହେଲାପଡା ଗାଁରେ ମହୁମାଛି ଆକ୍ରମଣରେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁୟାୟୀ, ସାପ୍ତାହିକ ହାଟରେ ଗହଳି ଲାଗିଥିବା ବେଳେ ମହୁମାଛିମାନେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।…
Read More...

ଗଣ୍ତାବାହାଲିଠାରେ ମା’ ତାରିଣୀଙ୍କ ଚୈତ୍ର ପର୍ବ ପାଳିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ତାରିଣୀ ପୀଠରେ ଆନନ୍ଦ ଉଲ୍ଲାସରେ ମା' ତାରିଣୀଙ୍କ ଚୈତ୍ର ପର୍ବ ପାଳିତ ହୋଇଯାଇଛି । ବହୁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ମା'ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ମାନସିକ ପୂରଣ…
Read More...

ସରପଞ୍ଚ ଅଯୋଗ୍ୟ ଘୋଷିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସିକୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଭୋଲେଶ୍ୱରୀ ଦାସଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିବା ଜଣାପଡିଛି । । ସୂଚନା ଅନୁସାରେ ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସମୟରେ ସୁନାରିସିକୁଆ ଗ୍ରାମ ମପଞ୍ଚାୟତରେ ପାଞ୍ଚ ଜଣ…
Read More...

ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ : ଆତଙ୍କିତ ଗାଁ ଲୋକ

ନୂଆପଡ଼ା, (ନିରାକାର ମେହେର) : ବାଡ଼ିକୁ ଜାଳେଣି କାଠ ଆଣିବାକୁ ଯାଇଥିଲେ, ବୃଦ୍ଧାଙ୍କୁ ଟାଣିନେଇ ଖାଇଗଲା ମହାବଳ ବାଘ । ସୁନାବେଡ଼ା ଅଭୟାରଣ୍ୟ ଅଧିନ ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ମହାବଳ ବାଘ ଟାଣି ନେଇ ଖାଇଯାଇଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । …
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି । ଗୁରୁତର ଯୁବକ ଜଣକ ହେଲେ ମହେଶ ରାଉତ । ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ନୂଆପଡ଼ା ରେଞ୍ଜ୍ ଦର୍ଲ୍ଲିମୁଣ୍ଡା…
Read More...

ନୂଆପଡ଼ା ତହସିଲ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ ଘଟଣାରେ ତହସିଲଦାର ନିଲମ୍ବିତ

ନୂଆପଡା, (ନିରାକାର ମେହେର) : ନୂଆପଡ଼ା ତହସିଲ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ ଘଟଣାରେ ତହସିଲଦାର ନିଲମ୍ବିତ ହୋଇଥିବା ଜଣାପଡିଛି । ତେବେ ନୂଆପଡ଼ା ତହସିଲ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବକ ଜଗଦୀଶ ଚୌହାନଙ୍କ ବୁର୍ଲାରେ ଚିକିତ୍ସାଧୀନ ଅବସ୍‌ସ୍ଥାରେ ମୃତ୍ୟୁ ଘଟିଥିବା ବେଳେ…
Read More...