ନୂଆପଡାକୁ ଦିନିକିଆ ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର
ନୂଆପଡା, (ନିରାକାର ମେହେର) : ଆଜି ନୂଆପଡା ଜିଲ୍ଲା ଦିନିକିଆ ଗସ୍ତରେ ଆଇଜି ଅପରେସନ ଅମିତାଭ ଠାକୁର । ଏନେଇ ତାଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ଆଇଜି ସିଆର୍ପିଏଫ୍ ଭିକେ ବିରଡି ଜିଲ୍ଲାର ମାଓପ୍ରବଣ ସୁନାବେଡା ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ।!-->…
Read More...
Read More...