ଖଡିଆଳର ଇମାନୁଏଲ୍ ଦାନୀ : ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳର ଇମାନୁଏଲ୍ ଦାନୀ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ପିତା ସ୍ୱର୍ଗତ ଇସାହାକ ଦାନୀ ଓ ମାତା ସ୍ୱର୍ଗତ ଚଞ୍ଚଳା ଦାନୀ । ସେ ଧୀର, ଶାନ୍ତ ଓ ନମ୍ର ଭାବରେ ବେଶ!-->…
Read More...
Read More...