କୁକୁର କାମୁଡ଼ାରେ ଶିଶୁ ଓ ବୃଦ୍ଧ ଗୁରୁତର
ନୂଆପଡ଼ା, (ନିରାକାର ମେହେର) : ଗାଁ ଗୁଡିକରେ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ପ୍ରଭାବ ଲୋକଙ୍କ ଉପରରେ ପଡୁଛି । ଏବଂ ଏହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କଇଁଟପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ଛୋଟଦର୍ଲିପଡ଼ାରେ ।!-->…
Read More...
Read More...