Browsing Tag

nuapada news

ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତ ଓ ସଚେତନ ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା ଖଡିଆଳ ଉପ କାରାଗାର ପରିସର ମଧ୍ୟରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବରିଷ୍ଠ ସାମ୍ବାଦିକ ତପନ ଦାଶ ଯୋଗ ଦେଇ ନୂତନ ଅପରାଧିକ ଆଇନ ଦେଶର ନାଗରିକଙ୍କୁ ପ୍ରାଥମିକତା ଦେଇ ନ୍ୟାୟ ପ୍ରଦାନ ଦିଗରେ…
Read More...

ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା : ୪ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡିଆଳ ଥାନା ଲଛିପୁର ଛକ ନିକଟରେ ଟ୍ରାକ୍ଟର ଓ କାର ମଧ୍ୟରେ ଦୁର୍ଘଟଣା ହୋଇଥିବା ବେଳେ ଦୁର୍ଘଟଣାରେ ଚାରିଜଣଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ମୃତ ଚାରି ଜଣ ଯୁବକ ମାନେ ସମସ୍ତେ ଖଡିଆଳର ବୋଲି ଜଣାପଡିଛି । ଗତକାଲି ରାତ୍ରି ସମୟରେ ଏକ…
Read More...

ଆବାସ ଯୋଜନା ତାଲିକାରୁ ନାଁ କଟିଯିବାରୁ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ହିତାଧିକାରୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଧରମବନ୍ଧା ଗ୍ରାମପଞ୍ଚାୟତ ଅଧିନ ଟିକ୍ରାପଡ଼ା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଏକ ଏକ ଗରିବ ପରିବାରର ନାଁ କଟିଯାଇଥିବା ଅଭିଯୋଗ ହୋଇଛି । ଏବେ ବାସଗୃହ ପାଇଁ ପରିବାର ଲୋକେ ବାରଦୁଆର ହେଉଛନ୍ତି । ଆଜି ସେହି…
Read More...

ସହଭାଗି ବିକାଶ ଅଭିଯାନର ଲିଙ୍ଗଭିତ୍ତିକ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ଓଡିଶାର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଆନୁକୁଲ୍ୟରେ ଏବଂ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନଙ୍କ ସହାୟତାରେ ଅନୁଷ୍ଠାନର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବିଲେନଜୋର ସ୍ଥିତ ତାଲିମ କେନ୍ଦ୍ର ପରିସରରେ ଏକ ୩ ଦିବସୀୟ…
Read More...

ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ଅଘୋଷିତ ବିଦ୍ୟୁତ୍ କାଟ : ଝାଞ୍ଜି ଖରାରେ ସିଝୁଛନ୍ତି ନୂଆପଡ଼ାବାସୀ

ନୂଆପଡା, (ନିରାକାର ମେହେର) : ପ୍ରବଳ ଗ୍ରୀଷ୍ମପ୍ରବାହରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ବେଶ ପ୍ରଭାବିତ କରୁଛି । ନୂଆପଡା ଜିଲ୍ଳାର ଖଡ଼ିଆଳ, ବୋଡେନ, ସିନାପାଲି, କୋମନା ନୂଆପଡା ଆଦି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ…
Read More...

ଖଡ଼ିଆଳରେ କାଳବୈଶାଖୀ ତାଣ୍ଡବ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୫ ଡିଗ୍ରୀ ଅନୁଭୂତ ହେଉଥିଲା । ସକାଳ…
Read More...

ଗୋପାଳ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ସାରାବଙ୍ଗ ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତି ଛତିଶଗଡ଼ ରାଜ୍ୟର ମହାସମୁନ୍ଧର ଆଦିତ୍ୟ ଘରୋଇ ହସ୍ପିଟାଲ୍‌ରେ ‌ପରଲୋକ ହୋଇଯାଇଛି । ସେ ବ୍ରେନ୍ ହେମରେଜ ରୋଗରେ ଚିକିତ୍ସା ହେଉଥିଲେ । ଶ୍ରୀ ମହାନ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ…
Read More...

ମନମୁଖି ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦ ୫ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅଧୀନସ୍ଥ ବରକୋଟ ଗାଁରେ ମନମୁଖି ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦରେ ୫ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ଗ୍ରାମବାସୀ ୩ ଘଣ୍ଟା ଧରି ଅଟକ ରଖିଥିଲେ । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ, ସୁନାବେଡ଼ା…
Read More...

ଖରାରେ ନବାହାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଅନୁରୋଧ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଜିଲ୍ଲାପାଳ ହେମକାନ୍ତ ସାୟ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି କି ଅତି ଜରୁରୀ କାମ ନପଡ଼ିଲେ କେହି ବାହାରକୁ ନବାହାରିବାକୁ । ଏସ୍‌ଆର୍‌ସି ନିର୍ଦ୍ଦେଶ ତଥା ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ…
Read More...

ଲଖନା ପୋଲିସର ଦାୟିତ୍ୱହୀନତା : ଚକ୍‌ମା ଦେଇ ଥାନାରୁ ଫେରାର୍ ମାରିଲା ଅଭିଯୁକ୍ତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଲଖନା ଥାନାରୁ ପୋଲିସର ଦାୟିତ୍ୱହୀନତା ଯୋଗୁଁ ଗତ ବୁଧବାର ଜଣେ ଅଭିଯୁକ୍ତ ପୁଲିସକୁ ଚକ୍‌ମା ଦେଇ ଥାନାରୁ ଫେରାର୍ ହୋଇଯାଇଛି । ପୁଲିସର ଅବହେଳାକୁ ଦାୟୀ କରିବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ…
Read More...