Browsing Tag

nuapada news

ତାଲୁକ୍ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ କୋର୍ଟ ପରିସର ମଧ୍ୟରେ ତାଲୁକ୍ ସ୍ତରୀୟ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ତାଲୁକ୍‌ ସ୍ତରୀୟ ଆଇନ ସହାୟତା ସମିତି ପକ୍ଷରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ୍‌ ତଥା ଆଇନ ସହାୟତା ସମିତି ଅଧ୍ୟକ୍ଷ…
Read More...

ରାସ୍ତାରେ ଲହଡି ମାରୁଛି ପାଣି

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡିଆଳ ଏନ୍‌ଏସି ବାଇପାସ୍‌ ରାସ୍ତାଟି ଡ୍ରେନ୍‌ର ଅଭାବ ଯୋଗୁଁ ତାହା କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ୱାର୍ଡ ନମ୍ବର ପାଞ୍ଚ କବରସ୍ଥାନ ସହ ସାହୁପଡାକୁ ଯାଇଥିବା ବାଇପାସ୍‌ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଲହରି ମାରୁଛି ।…
Read More...

ବୋଲଧା ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ବିପଦପୂର୍ଣ୍ଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ନାଗପଡା ପଞ୍ଚାୟତ ଅଧିନରେ ଥିବା ବୋଲଧା ଗ୍ରାମର ଗାଁ ବସ୍ତିରେ ଥିବା ମୁଖ୍ୟ ରାସ୍ତା ମରଣଜନ୍ତା ପାଲଟିଛି । ଏହି ଗାଁ ବସ୍ତିର ରାସ୍ତା ପିଡବ୍ଲୁଡି ରାସ୍ତାକୁ ସଂଯୋଗ କରୁଛି । ଗାଁ ବସ୍ତିର ରାସ୍ତାରୁ ପିଡବ୍ଲୁଡି…
Read More...

ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଠାରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ଅବନୀ କୁମାର ଖମାରିଙ୍କ ସଭାପତିତ୍ୱରେ ୩ ଦିନ ବ୍ୟାପୀ ହେବାକୁ ଥିବା ଜାତୀୟ ସେବା…
Read More...

ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ନୂଆପଡ଼ା, (ଅଜିତ ବେହେରା) : ଓଡ଼ିଶାର ପ୍ରଥିତଯଶା କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ଏଥିପାଇଁ ଓଡ଼ିଶାର ସର୍ବ ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଖଡ଼ିଆଳ ସାହିତ୍ୟ ସମିତି ତରଫରୁ ପାଳିତ ହୋଇଯାଇଛି ସ୍ଵଭାବ କବିଙ୍କ ଜନ୍ମୋତ୍ସବ । ସମିତିର ସ୍ଥାୟୀ ସଭାପତି ଖଡ଼ିଆଳ ରାଜା ଡକ୍ଟର…
Read More...

ଅନୁସୂଚିତ ଜନଜାତି ମିଳିତ ମଞ୍ଚ ବୋଡ଼େନ ବ୍ଲକ ତରଫରୁ ଭାରତ ବନ୍ଦ ପ୍ରସ୍ତୁତି ବୈଠକ

ନୂଆପଡ଼ା, (ଅଜିତ ବେହେରା) : ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଧାରା ୩୪୧, ୩୪୨ ଅନୁସାରେ ଆଦିବାସୀ ଓ ହରିଜନଙ୍କ ବିରୁଧାଚରଣ କରୁଛି । ଏଣୁ ଏହାର ପ୍ରତିବାଦରେ ସକାଳ ୬ଟାରୁ ଅପରାହ୍ନ ୬ଟା ପର୍ୟ୍ୟନ୍ତ ୧୨ଟା ଭାରତ ବନ୍ଦ କରିବାରେ ବୋଡ଼େନ ମଧ୍ୟ ଭାରତ ବନ୍ଦରେ ବୋଡ଼େନ ବ୍ଲକ ମଧ୍ୟ ଶାନ୍ତି…
Read More...

ନୂଆପଡା ଜିଲ୍ଲା ଖଡିଆଳ ଠାରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା

ନୂଆପଡା, (ଅଜିତ ବେହେରା) : କୋଲକାତା ଠାରେ ଜଣେ ମହିଳା ଡାକ୍ତରଙ୍କ ପ୍ରତି ଘଟିଥିବା ଏକ ଅମାନବୀୟ ବଳାତ୍କାର ଓ ହତ୍ୟାର ପ୍ରତିବାଦରେ ଖଡିଆଳ ଠାରେ ଏକ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା, ଖଡିଆଳ ବୋଡେନ ଛକରୁ ବାହାରି ସହର ପରିକ୍ରମା କରିବା ପରେ ଆଜାଦ ଛକରେ ପହଞ୍ଚି ଥିଲା । ସେଠାରେ…
Read More...

ଘର ଖଣ୍ଡେ ପାଇଁ ହନ୍ତସନ୍ତ

ନୂଆପଡ଼ା, (ଅଜିତ ବେହେରା) : ଚଳିତ ବର୍ଷର ଲଘୁଚାପ ବର୍ଷାରେ ଅନେକ ପରିବାର ବେଘର ହୋଇ ଯାଇଛନ୍ତି । ଅନେକ ଗରିବ ପରିବାର ପକ୍କା ଘର ଖଣ୍ଡେ ପାଇ ନପାରି ଭଙ୍ଗା ଦଦରା ମାଟି ଘରେ ରହି ଆସୁଥିବା ବେଳେ ବର୍ଷାରେ ଘର ଭାଙ୍ଗି ଯାଉଛି । ଫଳରେ ସେମାନେ ଦୟନୀୟ ଜୀବନ ଯାପନ କରୁଛନ୍ତି । ସମସ୍ତଙ୍କୁ…
Read More...

ପାତାଳଗଙ୍ଗାରେ ନୂଆପଡା ଡିଷ୍ଟ୍ରିକ ୟୁନିୟନ୍‌ ଅଫ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ନୂଆପଡା ଜିଲ୍ଲା ଡିଷ୍ଟ୍ରିକ୍‌ ୟୁନିୟନ ଅଫ୍‌ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କ ବୈଠକରେ ଜିଲ୍ଲା ସଭାପତି ସୁଶାନ୍ତ କରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ…
Read More...

ବୋଡ଼େନ ବ୍ଲକ ସଭା ଗୃହରେ ଦଶମ ତମ ପଞ୍ଚାୟତ ସମିତି ବୈଠକ

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଳକ ଅଫିସ ସଭାଗୃହ ଠାରେ ଦଶମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ,ଗୋଷ୍ଠି ଉନ୍ନୟନ ଅଧିକାରୀ…
Read More...