ବୋଡ଼େନ ବ୍ଲକ ସଭା ଗୃହରେ ଦଶମ ତମ ପଞ୍ଚାୟତ ସମିତି ବୈଠକ
ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଳକ ଅଫିସ ସଭାଗୃହ ଠାରେ ଦଶମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ,ଗୋଷ୍ଠି ଉନ୍ନୟନ ଅଧିକାରୀ!-->…
Read More...
Read More...