Browsing Tag

nuapada news

ନିର୍ବାଚନ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ୱାକାଥନ୍‌ କାର୍ଯ୍ୟକ୍ରମ

ନୂଆପଡା, (ନିରାକାର ମେହେର) : ଆସନ୍ତା ସାଧାରଣ ନିର୍ବାଚନକୁ ନୂଆପଡ଼ା ଜିଲ୍ଲାରେ ସୁରୁଖୁରୁରେ ପାଳନ କରିବା ତଥା ନିର୍ବାଚନରେ ଅଧିକରୁ ଅଧିକ ଭୋଟରଙ୍କୁ ଭୋଟଦାନ ପାଇଁ ଅକୃଷ୍ଟ କରିବା ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସଦରମହକୁମାରେ ୱାକାଥନର ଆୟୋଜନ କରାଯାଇଥିଲା । ଜିଲ୍ଲା…
Read More...

କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ

ନୂଆପଡା, (କେପିଏନ୍‌ଏସ୍‌) : ଗତକାଲି ପ୍ରଦେଶ କଂଗ୍ରେସ କମିଟିର ମୁଖିଆ ଶରତ ପଟ୍ଟନାୟକ ନୂଆପଡା ବିଧାନସଭା ଆସନରୁ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀ ପଟ୍ଟନାୟକ ଖରିଆର ରୋଡ଼ ଶିବ ମନ୍ଦିର ଠାରେ କଂଗ୍ରେସ ନେତା, କର୍ମୀ ଓ ସମର୍ଥକ ମାନଙ୍କ ସହିତ ଶହ ଶହ ବାଇକ ଓ ଚାରିଚକିଆ ଯାନରେ…
Read More...

ଜୋଙ୍କ ପୋଲିସ୍‌ର ପାଟ୍ରୋଲିଂ ବେଲେ ୨୬ କେଜି ଗଞ୍ଜେଇ ଜବତ : ଜଣେ ଗିରଫ

ନୂଆପଡ଼ା, (ନିରାକାର ମେହେର): ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସ୍‌ ପାଟ୍ରୋଲିଂ ସମୟରେ ୨୬ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଉତ୍ତର ପ୍ରଦେଶ ରାଜ୍ୟ କନପୁର ଜିଲ୍ଲା ଅକବରପୁର ଥାନା ପହରପୁର ଗାଁର ପିଣ୍ଟୁ ସିଂ । ଆଜି ଅପରାହ୍ନରେ ଅଭିଯୁକ୍ତ…
Read More...

ମା’ ସୁନାଦେଇଙ୍କ ଆଶୀର୍ବାଦ ନେଇ ସାଧୀନ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ

ନୂଆପଡା, ( ନିରାକାର ମେହେର) : ନିର୍ବାଚନମଣ୍ଡଳୀରେ ସାଧୀନ ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଥିବା ଘାସିରାମ ମାଝି ସମର୍ଥକଙ୍କ ସହ ସୋମବାର ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ଆଶୀର୍ବାଦ ଭୀକ୍ଷା କରି ପ୍ରଚାର ଆରମ କରିଛନ୍ତି । ସୁନାଦେଇଙ୍କ ଆଶୀର୍ବାଦ…
Read More...

ନୂଆପଡ଼ା ଆସନରେ ସ୍ୱାଧୀନ ପ୍ରାର୍ଥୀ ଅଙ୍କ ବିଗାଡ଼ିବେ କି ?

ନୂଆପଡା, (ନିରାକାର ମେହେର) : ଚଳିତ ସାଧାରଣ ନିର୍ବାଚନରେ ନୂଆପଡା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀ ନିଜ ଗଡ଼ ସଜାଡ଼ିବାରେ ଲାଗି ପଡିଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରୁ ଏଥର ମନ୍ତ୍ରୀ ତଥା ବିଜେଡିର ଭେଟେରାନ୍‌ ନେତା ରାଜେନ୍ଦ୍ର ଢୋଲକିଆ ବିଜେଡ଼ିରୁ ଟିକଟ୍‌ ପାଇଥିବା ବେଳେ…
Read More...

ନିମ୍ନମାନର କାର୍ଯ୍ୟ ଯୋଗୁଁ ଭୁଶୁଡ଼ି ପଡ଼ିଲା ଟାଇଲସ୍‌ ପଥର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅଞ୍ଚଳରେ ରହିଥିବା ବହୁ ପୂରାତନ ତିର୍ଥ ସ୍ଥଳୀ ପାତାଳଗଙ୍ଗା ଏହି ତୀର୍ଥ ସ୍ଥଳୀକୁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ସ୍ଥାନୀୟ ପଡ଼ୋଶୀ…
Read More...

ସିଲଟ୍‌ପାଣି ନିର୍ମାଣାଧିନ ବାଦିମୁଣ୍ଡା ପୋଲ ନିମ୍ନମାନର ଅଭିଯୋଗ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଦର୍ଲିପଡ଼ା ପଞ୍ଚାୟତ ସିଲେଟ୍‌ ପାଣି ବାଦିମୁଣ୍ଡା ପୋଲ ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଆଳି ପୋଲ ନିର୍ମାଣ କାମକୁ ବିରୋଧ କରି ଗ୍ରାମବାସୀ କାମ ବନ୍ଦ କରିଛନ୍ତି । ଆଜି ମଧ୍ୟାହ୍ନରେ ଗାଁର ଶତାଧିକ…
Read More...

ବାପାଙ୍କ ମୃତ୍ୟୁର ୬ ମାସ ପରେ ପୁଅ ମୃତ୍ୟୁ ଅସହାୟ ପରିବାରକୁ ସରକାରୀ ସହାୟତା ଦାବୀ

ନୂଆପଡା, (ନିରାକାର ମେହେର) : ନୂଆପଡା ଜ଼ିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମର ଲମ୍ବୋଦର ଝାକର୍ ଗାଁର ଅଧିଷ୍ଠାତ୍ରୀ ଦେବତା ବୁଢାରାଜାଙ୍କ ପୂଜକ ଥିଲେ । ତିନି ପୁଅ ରୁକମନ୍ ଚୀନ୍ଦା (୨୬), ଝିଅ ଚାନ୍ଦିନୀ ଚୀନ୍ଦା (୧୯), ଜନ୍ମେ ଚୀନ୍ଦା (୧୧), ଜୈବଲି ଚୀନ୍ଦା (୮) ଓ ସ୍ତ୍ରୀ ଟେମରୀ…
Read More...

ମିଛାପାଲିରେ ଆଦିବାସୀ ମେଲି : ଦଳୀୟ ପ୍ରାର୍ଥୀଙ୍କୁ ଆଦିବାସୀ ସହଯୋଗ କଲେ କାର୍ଯ୍ୟାନୁଷ୍ଠାନ

ନୂଆପଡା, (ନିରାକାର ମେହେର) : ନୂଆପଡା ବିଧାନସଭା କ୍ଷେତ୍ରରେ ଆଦିବାସୀ ସଙ୍ଗଠନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜୟୀ ହେବା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି । ଆଦିବାସୀଙ୍କୁ ସାଧୀନ ଭାବରେ ପ୍ରାର୍ଥୀ କରି ବିଜୟୀ କରି ବିଧାନସଭାକୁ ପଠାଇବୁ ବୋଲି ଗଣ୍ଡ ସମାଜର…
Read More...

ପ୍ରଚାର କରୁଥିବା ସମୟରେ ଡୁଆଝରର ଝିଅ ଗୀତ ମାଧ୍ୟମରେ ବିଜେଡି ନେତା ଅଧୀରାଜ ମୋହନ ପାଣିଗ୍ରାହୀଙ୍କୁ ସ୍ୱାଗତ କରିଥିଲେ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡ଼ି ଦଳୀୟ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କ ମାରାଥନ ନିର୍ବାଚନ ପ୍ରଚାର, ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସହ ଦଳ ବିପୁଳ ସଂଖ୍ୟାରେ ବିଜୟ ନେଇ ଆଶାବାଦୀ ଥିବା…
Read More...