୨ ସ୍ୱାମୀଙ୍କୁ ଛାଡ଼ି ତୃତୀୟ ପୁରୁଷ ସହ ପଳେଇଲା ପତ୍ନୀ, ପତ୍ନୀକୁ ଖୋଜିବାକୁ ପୋଲିସ ପାଖରେ ପହଂଚିଲେ ୨ ସ୍ୱାମୀ
ନାଗପୁର : ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହା ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଜିଲ୍ଲାର ଭରୋସା ପୋଲିସ ଷ୍ଟେସନ ନିକଟରେ ଦୁଇ ଜଣ ବ୍ୟକ୍ତି ପୋଲିସ ପାଖରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଖୋଜିବା ପାଇଁ ନିବେଦନ କରିଥିଲେ । ପ୍ରଥମେ ପୋଲିସ!-->…
Read More...
Read More...