ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ, ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା…
ରାୟପୁର : ରାହୁଲ ଦୀର୍ଘ ୫ ଦିନ ଧରି ବୋରୱେଲ ଭିତରେ ସାପ ଏବଂ ବେଙ୍ଗମାନଙ୍କ ସହ ରହିଥିଲେ । ବର୍ତ୍ତମାନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ଛତିଶଗଡର ଜାଂଜଗିରରେ ପାଞ୍ଚ ଦିନ ଧରି ଚାଲିଥିବା ସବୁଠୁ ବଡ ଉଦ୍ଧାର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ରାହୁଲ ସାହୁ ନାମକ ଜଣେ ୧୧ ବର୍ଷ!-->…
Read More...
Read More...