ମାଷ୍ଟର କାର୍ଡ ଉପରୁ ହଟିଲା କଟକଣା
ମୁମ୍ବାଇ : ମାଷ୍ଟର କାର୍ଡ ଉପରେ ଲଗାଯାଇଥିବା କଟକଣାକୁ ପାଖାପାଖି ବର୍ଷକ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିଛି । ଡାଟା ସଂରକ୍ଷଣ ନିୟମକୁ ପାଳନ କରିବାରେ ବିଫଳ ହେବାରୁ ୨୦୨୧ ଜୁଲାଇ ୨୨ରେ ଏହି ସଂସ୍ଥା ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଥିଲା । ନୂଆ ଗ୍ରାହକ ଯୋଡିବାକୁ!-->…
Read More...
Read More...