pakka

ଚାଷୀଙ୍କ ଝିଅ ହରିୟାଣା ବୋର୍ଡ ଟପ୍ପର

bbehera

ଚଣ୍ଡିଗଡ : ହରିୟାଣା ରୋହତକ ଜିଲ୍ଲା ଅନ୍ତର୍ଗତ ନିନ୍ଦାନା ଗ୍ରାମର ଜଣେ କୃଷକଙ୍କ ଝିଅ କାଜଲ ହରିୟାଣା ଦ୍ୱାଦଶ ବୋର୍ଡ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କେସିଏମ୍‌ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ, ନିନ୍ଦାନା, ରୋହତକରେ ପଢୁଥିବା କାଜଲ ମୋଟ ୫୦୦ ମାର୍କରୁ ୪୯୮ ମାର୍କ ରଖିଛନ୍ତି । ଅନ୍ୟ ଦୁଇ ଛାତ୍ରୀ ମୁସ୍କାନ ଓ ସାକ୍ଷୀ ୪୯୬ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପୁନମ୍‌ ଏବଂ ସ୍ମୃତି ୪୯୫ ମାର୍କ ରଖି ତୃତୀୟ ସ୍ଥାନରେ ରହିଛନ୍ତି ।

jay balangir
Leave A Reply

Your email address will not be published.

11 − two =

error: Content is protected !!