pakka

ଡିଭାଇଡରରେ ପିଟି ହୋଇ କାର୍‌ ଚୁରମାର୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ବିଳମ୍ବିତ ରାତିରେ ଡିଭାଇଡରରେ ପିଟି ହୋଇ ଏକ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଦୃତ ଗତିରେ ଆସୁଥିବା କାର୍‌(ଓଡି୧୭ଏନ୍‌୩୪୮୨) ଗାଡି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା । ଫଳରେ କାରର ସାମ୍‌ନା ପଟ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

jay balangir
Leave A Reply

Your email address will not be published.

2 × three =

error: Content is protected !!