pakka

କୁକୁର ଆକ୍ରମଣରେ ୫ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବୁଲା କୁକୁରଙ୍କ ଦୋରାତ୍ମ୍ୟ ବଢିବାରେ ଲାଗିଛି । ବ୍ରହ୍ମଣପଡାଠରେ କୁକୁର କାମୁଡାରେ ୫ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ସମସ୍ତ ଗୁରୁତରଙ୍କୁ ଭୀମଭୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପକ୍ଷରେ ୫ ଜଣ ବ୍ୟକ୍ତି ଆହତ ହେବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

jay balangir
Leave A Reply

Your email address will not be published.

20 − 12 =

error: Content is protected !!