Browsing Tag

news of india

ଘୋଷଣା ହେଲା ସାଧାରଣ ନିର୍ବାଚନ ୨୦୨୪

ନୂଆଦିଲ୍ଲୀ : ଆଜି ଘୋଷଣା ହୋଇଛି ସାଧାରଣ ନିର୍ବାଚନ ୨୦୨୪ । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ
Read More...

ଟ୍ରଲି ଧକ୍କା ଦେବାରୁ ଛଅଜଣଙ୍କ ପ୍ରାଣହାନି

ଭୋପାଳ : ମଧ୍ୟପ୍ରଦେଶରେ ଏକ ଦୁଃଖଦ ଘଟଣା କ୍ରମେ ରାଇସେନ୍ ଜିଲ୍ଲାରେ ଛଅଜଣଙ୍କର ପ୍ରାଣହାନି ଘଟିଥିବା ସୂମୂା ମିଳିଛି । ଏକ ବାହାଘର ଶୋଭାଯାତ୍ରାରେ ଟ୍ରଲି ଧକ୍କା ଦେବା ଫଳରେ ଛଅଜଣ ପ୍ରାଣ ହରାଇଛନ୍ତି । ରାଇସେନ୍ ଜିଲ୍ଲାପାଳ ଅରବିନ୍ଦ କୁମାର ଦୁବେ ଏହି ଅଭାବନୀୟ ଘଟଣା ସଂପର୍କରେ ସୂଚନା
Read More...

୪୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି । ଶନିବାର
Read More...

୨୦୨୪ ଓସ୍କାର ପୁରସ୍କାର ଘୋଷଣା : କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

ୱାଶିଂଟନ : ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି । ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ । ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ରେ ଓଟିଟି
Read More...

କ୍ରିଷ୍ଟିନା ପାଇସ୍କୋଭାଙ୍କୁ ମିସ୍‌ ୱାର୍ଲ୍ଡ ମୁକୁଟ

ମୁମ୍ବାଇ : ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା ୭୧ତମ ମିସ୍ ୱାର୍ଲ୍ଡ ଟାଇଟଲ ହାସଲ କରିଛନ୍ତି । ଏହି ୨୪ ବର୍ଷୀୟ ସୁନ୍ଦରୀ ଆଜି ମୁମ୍ବାଇରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ ମୁମ୍ବାଇର ପ୍ରତିଷ୍ଠିତ ଜିଓ
Read More...

ଅରୁଣାଚଳ ପ୍ରଦେଶରେ ମୋଦୀ ଉଦ୍‌ଘାଟନ କଲେ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗ ‘ସେଲା ଟନେଲ’

ଇଟାନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିଶ୍ୱର ସବୁଠାରୁ ଲମ୍ବା ଟନେଲ ‘ସେଲା ଟନେଲ’ର ଉଦ୍‌ଘାଟନ କରିଛନ୍ତି । ସମୁଦ୍ର ପତନରୁ ୧୩୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଟନେଲ । ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ
Read More...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକ ଏଲ୍‌ପିଜି ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟାଏ ପରିବାରର ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହାବ୍ୟତୀତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୦.୩୦ଟା ବେଳେ ଏପରି ଅଘଟଣା ଘଟିଥିବା ସୂଚନା ରହିଛି
Read More...

କାର-ବସ୍‌ ମୁହାଁମୁହିଁ ଧକ୍କା, ୫ ମୃତ

ନୂଆଦିଲ୍ଲୀ : ହରିୟାଣାର ରେୱାଡିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏଠାରେ ଏକ ବସ୍ ଏବଂ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରେୱାଡି-ମହେନ୍ଦ୍ରଗଡ ରାସ୍ତାରେ ଥିବା ସିହା ଗ୍ରାମ ନିକଟରେ ଏହି ଦୁର୍ଘଟଣା
Read More...

ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଭୟାବହ ଅଗ୍ନିକାଣ୍ଡ

ଚେନ୍ନାଇ : ଚେନ୍ନାଇର ଚେଙ୍ଗାଲପାଟ୍ଟୁରେ ଘଟିଯାଇଛି ଏକ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ୩ ଜଣ ପିଲା । ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାରରେ ଏଲପିଜି ଲିକ୍ ହେବାରୁ ଅଗ୍ନିକାଣ୍ଡ ଘଟି ଛୋଟ ପିଲାଙ୍କ ସମେତ ତିନିଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଛୋଟ
Read More...

ସୁଦର୍ଶନ ସେତୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି । ସେ ରବିବାର ଭାରତର ସର୍ବବୃହତ କେବୁଲ ବିଜ୍ ସୁଦର୍ଶନ ସେତୁ ଲୋକାର୍ପିତ କରିଛନ୍ତି । ଏହା ଓଖା ସହିତ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ । ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଦ୍ୱାରକାଧିଶ
Read More...