pakka

ହୋଲି ପାଇଁ ସଜେଇ ହେଉଛି ଅଯୋଧ୍ୟା

bbehera

ଅଯୋଧ୍ୟା : ଏଥର ରଙ୍ଗର ପର୍ବ ହୋଲି ପାଇଁ ଖାସ ଆକର୍ଷଣ ପାଲଟିବ ରାମ ନଗରୀ ଅଯୋଧ୍ୟା । ୪୯୫ ବର୍ଷ ପରେ ରାମଲଲାଙ୍କ ଭବ୍ୟ ମନ୍ଦିରରେ ହୋଲି ଖେଳ ହେବାକୁ ଯାଉଛି । ହୋଲି ପାଇଁ ରାମ ମନ୍ଦିରରେ ପ୍ରସ୍ତୁତି ଜୋରଦାର ଚାଲିଛି । ଭବ୍ୟ ମନ୍ଦିରରେ ରାମଲଲା ବିରାଜମାନ କରିବା ପରେ ପ୍ରଥମ ଥର ଲାଗି ଚଳିତବର୍ଷ ହୋଲି ପାଳନ ହେବ । ଏଥିପାଇଁ ମନ୍ଦିର ଟ୍ରଷ୍ଟ ଜୋର୍‌ସୋର୍‌ରେ ପ୍ରସ୍ତୁତି କାର୍ଯ୍ୟ ଚଳାଇଛି । ଦୀର୍ଘ ୪୯୫ ବର୍ଷ ପରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ହେବା ଏବଂ ଶ୍ରୀରାମଙ୍କ ବିଗ୍ରହ ପ୍ରତିଷ୍ଠା ହେବା ପରେ ଏଥର ହୋଲି ଭାରତବାସୀଙ୍କ ଲାଗି ଭବ୍ୟ ହେବ ।

Leave A Reply

Your email address will not be published.

11 − 9 =