pakka

କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଅଧିରାଜ ପାଣିଗ୍ରାହୀ

bbehera

ନୂଆପଡ଼ା : କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଅଧିରାଜ ପାଣିଗ୍ରା । ବର୍ତ୍ତମାନ ଖଡିଆଳ ବିଧାୟକ ରହିଛନ୍ତି ଅଧିରାଜ । ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ ନିଜେ ପ୍ରକାଶ କରିଛନ୍ତି । ତେବେ ଇସ୍ତଫା ପରେ ସେ ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି । ଦଳ ଛାଡିବା ପରେ ଅଧିରାଜ କହିଛନ୍ତି, ଖଡିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡିଛି । ୨୦୨୪ରେ ନିଶ୍ଚିତ ଖଡିଆଳରୁ ନିର୍ବାଚନ ଲଢ଼ିବି । ଓଡିଶାରେ କଂଗ୍ରେସର ଭଲ ସ୍ଥିତି ନଥିବାରୁ ଦଳ ଛାଡ଼ିଥିବା ସେ କହିଛନ୍ତି ।

jay balangir
Leave A Reply

Your email address will not be published.

fourteen − eleven =