pakka

ରାଜ୍‌ ଠାକରେ ଏବଂ ଅମିତ ଶାହାଙ୍କ ସାକ୍ଷାତ ଯୋଗୁଁ ମହାରାଷ୍ଟ୍ରରେ ହଲ୍‌ଚଲ୍‌

bbehera

ମୁମ୍ବାଇ : ବିଜେପି – ଶିବସେନା ଆଦର୍ଶବାଦୀ ସହଯୋଗୀ ବୋଲି କୁହାଯାଉଥିଲା, କିନ୍ତୁ କ୍ଷମତା ଟଣା ଓଟରାରେ ଉଭୟ ପରସ୍ପର ବିରୁଦ୍ଧରେ ଯାଉଥିବା ଦେଖାଯାଉଥିଲା । ୨୦୧୪ ଲୋକସଭା ନିର୍ବାଚନରେ ​​ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍‌ ଠାକରେ ଖୋଲାଖୋଲି ଭାବେ ବିଜେପିକୁ ସମର୍ଥନ କରୁଥିଲେ, କିନ୍ତୁ ୨୦୧୯ରେ ସେ ମୋଦୀଙ୍କୁ କଠୋର ଟାର୍ଗେଟ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଦେଶରେ ୨୦୨୪ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନୂତନ ସମୀକରଣ ଆପଣେଇଛି ବିଜେପି । ଏହି କ୍ରମରେ ରାଜ୍‌ ଠାକରେ ଏବଂ ଅମିତ ଶାହାଙ୍କ ସାକ୍ଷାତ ଯୋଗୁଁ ମହାରାଷ୍ଟ୍ରରେ ହଲ୍‌ଚଲ୍‌ ଦେଖାଦେଇଛି ।

Leave A Reply

Your email address will not be published.

eleven − 7 =