Browsing Tag

news of india

କୃଷି ଆଇନ ବିରୁଦ୍ଧରେ ପୁରସ୍କାର ଫେରସ୍ତ ଆରମ୍ଭ ହେଲା : ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ପୁରସ୍କାର ଫେରାଇଲେ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଉଛି । ଏହା ସହିତ ପୁରସ୍କାର ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ପୁରସ୍କାର ଫେରାଇ…
Read More...

ରଜନୀକାନ୍ତ ୩୧ ଡିସେମ୍ବରରେ ପାର୍ଟି ଘୋଷଣା କରିବେ

ଚେନ୍ନାଇ : ରଜନୀକାନ୍ତ ନୂତନ ରାଜନୈତିକ ଦଳ ଆର‌ମ୍ଭ କରିବାକୁ ଯାଉଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର ଏହି ନୂତନ ରାଜନୈତିକ ଦଳ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, ସେ ଡିସେମ୍ବର ୩୧ ରେ ନିଜର ରାଜନୈତିକ ଦଳ…
Read More...

କରୋନା ଭୂତାଣୁ କାରଣରୁ ପ୍ରାଣ ହରାଉଥିବା ସାମ୍ବାଦିକମାନଙ୍କୁ ‘କୋଭିଡ ଯୋଦ୍ଧା’ ଶ୍ରେଣୀଭୁକ୍ତ କରାଯିବା…

ନୂଆଦିଲ୍ଲୀ : ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ଡାକ୍ତର ତଥା ଅନ୍ୟାନ୍ୟ ଜରୁରୀ ସେବା କର୍ମଚାରୀଙ୍କ ପରି କୋଭିଡ -୧୯ କାରଣରୁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ 'କୋଭିଡ ଯୋଦ୍ଧା' ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏବଂ ସେମାନଙ୍କୁ ମଧ୍ୟ…
Read More...

କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକଙ୍କ ମଧ୍ୟରେ କଥାବାର୍ତ୍ତା, ଅମରିନ୍ଦର ଭେଟିବେ ଶାହାଙ୍କୁ

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ପ୍ରତିବାଦ ଜୋର୍‌ସୋର୍‌ରେ ଜାରି ରହିଛି । ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ବି ଉଦ୍ୟମ ଚାଲିଛି । କିନ୍ତୁ ସରକାର ବିଫଳ ହୋଇଛନ୍ତି । ଏହି ପର୍ୟ୍ୟାୟରେ ଆଜି କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ।…
Read More...

ଏମିତି ଏକ ନଦୀ, ଯାହା ଓଲଟା ପ୍ରବାହିତ ହୁଏ

ନୂଆଦି‌ଲ୍ଲୀ : ଆପଣ ହୁଏତ ସାଧାରଣ ଜ୍ଞାନ ପୁସ୍ତକରେ ପଢ଼ିଥିବେ ଯେ ଭାରତର ଅଧିକାଂଶ ନଦୀ ଗୋଟିଏ ଦିଗକୁ ପ୍ରବାହିତ ହୁଏ ଏବଂ ସେହି ଦିଗ ପଶ୍ଚିମରୁ ପୂର୍ବ ଦିଗକୁ ଯାଇଥାଏ । ସମସ୍ତ ନଦୀ ପଶ୍ଚିମରୁ ପୂର୍ବ ଦିଗକୁ ପ୍ରବାହିତ ହୁଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏମିତି ଏକ ନଦୀ ଅଛି,…
Read More...

କୃଷକ ଧର୍ମଘଟ : ଆଜି ବିଲ୍ ଉପରେ ଆପତ୍ତି ଜଣାଇବେ, ଆସନ୍ତାକାଲି ପରବର୍ତ୍ତୀ ରାଉଣ୍ଡ ଆଲୋଚନା

ନୂଆଦିଲ୍ଲୀ : କୃଷି ଆଇନ ବିରୁଦ୍ଧରେ ରାସ୍ତାକୁ ଓହ୍‌ହ୍ଲାଇଥିବା କୃଷକମାନେ ଏବେ ମଧ୍ୟ ଘନଘୋର ଧର୍ମଘଟରେ ରହିଛନ୍ତି । ପ୍ରାୟ ଏକ ସପ୍ତାହ ଧରି ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି । ଅତୀତରେ କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ କୌଣସି ଠୋସ୍…
Read More...

ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

• ଦେଶରେ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର ପ୍ରଧାନ• ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ଦ୍ୱାରା ‘ଏକ୍ସପି ୧୦୦’ ନାମରେ ବ୍ରାଣ୍ଡିଂ• ପ୍ରଥମ ପର୍ୟ୍ୟାୟରେ ଦେଶର ୧୦ଟି ସହର ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର,…
Read More...

ନଭେମ୍ବର ୨୦୨୦ରେ ମୋଟ ୧,୦୪,୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

• ପୂର୍ବବର୍ଷ ଏହି ଅବଧି ତୁଳନାରେ ଜିଏସଟି ସଂଗ୍ରହ ୧.୪% ବୃଦ୍ଧି• ଓଡ଼ିଶାରେ ୮% ବୃଦ୍ଧି ସହିତ ୨୫୨୮ କୋଟି ଟଙ୍କାର ଜିଏସଟି ସଂଗ୍ରହ ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ୨୦୨୦ ମାସରେ ମୋଟ ୧,୦୪,୯୬୩ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ କରାଯାଇଛି। ଏଥିମଧ୍ୟରୁ ସିଜିଏସଟି ୧୯,୧୮୯…
Read More...

ଏମଏନଜିଏଲର ୧୦୦ତମ ସିଏନଜି ଷ୍ଟେସନ ରାଷ୍ଟ୍ରକୁ ଉତ୍ସର୍ଗ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସିଜିଡି ସଂସ୍ଥା ଏବଂ ତୈଳ କମ୍ପାନୀଙ୍କୁ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ• ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର…
Read More...

ଭାରତର କରୋନା ସକ୍ରିୟ ମାମଲା ୪.୩୫ ଲକ୍ଷକୁ ହ୍ରାସ

● ଦୈନିକ ସୁସ୍ଥ ସଂଖ୍ୟା ନୂଆ ମାମଲା ଠାରୁ ଅଧିକ ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସକ୍ରିୟ କରୋନା ମାମଲା ଆଜି ୪,୩୫,୬୦୩କୁ ହ୍ରାସ ପାଇଛି, ଯାହାକି ୫ ଲକ୍ଷରୁ କମ୍ । ମୋଟ ପଜିଟିଭ୍ ମାମଲାର ୪.୬୦% ସକ୍ରିୟ ମାମଲା ରହିଛି ।ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ନୂଆ…
Read More...