Browsing Tag

news of india

କରୋନା ଟୀକା : ସରକାରଙ୍କ ପ୍ରାଥମିକ ତାଲିକାରେ କେଉଁମାନେ ରହିବେ ଜାଣ‌ନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁଯାୟୀ ଆସନ୍ତା କିଛି ସପ୍ତାହ ମଧ୍ୟରେ କରୋନା ଭାଇରସ୍ ଟୀକା ପ୍ରସ୍ତୁତ ହୋଇଯିବ । ଶୁକ୍ରବାର ଦିନ ସର୍ବଦଳୀୟ ବୈଠକରେ ସେ କହିଛନ୍ତି ଯେ, ବୈଜ୍ଞାନିକମାନେ ସବୁଜ ସଙ୍କେତ ଦେବା ମାତ୍ରେ ଭାରତରେ ପ୍ରତିରକ୍ଷା ଅଭିଯାନ ଆରମ୍ଭ ହେବ ।…
Read More...

କୃଷକ ଆନ୍ଦୋଳନ : କୃଷକମାନଙ୍କୁ ମନାଇବା ପାଇଁ ଆଜିର ପଂଚମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ସୀମାରେ ପ୍ରାୟ ଏକ ସପ୍ତାହ ଧରି ତିନୋଟି ନୂତନ କୃଷି ନିୟମ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଏହି ସମୟରେ ସରକାର ପୁଣି ଥରେ ଚାଷୀଙ୍କୁ ମନାଇବା ପାଇଁ ଚେଷ୍ଟା ଚଳାଇଛ‌ନ୍ତି । ଆଜି ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ଆଲୋଚନା…
Read More...

ଆଜି ମଧ୍ୟ ଭାରତର ଏହି ଗାଁରେ ବହୁ ସଂଖ୍ୟକ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି, ବୈଜ୍ଞାନିକମାନେ ବି ଏହାର କାରଣ ଜାଣି…

ନୂଆଦି‌ଲ୍ଲୀ : ଆଜିର ଆଧୁନିକ ସମୟରେ ମଧ୍ୟ ଦୁନିଆରେ ଅନେକ ଅଜବ ସ୍ଥାନ ବିଦ୍ୟମାନ, ଯାହା ରହସ୍ୟ ଭିତରେ ଛ‌ନ୍ଦି ହୋଇ ରହିଛି । ଏହି ପର୍ୟ୍ୟାୟରେ, ଏପରି ଏକ ଗାଁ ବିଷୟରେ ଜାଣିବା, ଯେଉଁଠାରେ ଯାଆଁଳା ଶିଶୁ ଅଧିକ ଜନ୍ମ ହୁଅନ୍ତି । ଆଶ୍ଚର୍ୟ୍ୟର କଥା, ଆଜି ପର୍ୟ୍ୟନ୍ତ କେହି ଏହି ରହସ୍ୟକୁ ଭେଦ…
Read More...

ପ୍ରଥମେ ୧ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କରୋନା ଟୀକା

ନୂଆଦିଲ୍ଲୀ : କରୋନା ଯୁଦ୍ଧରେ ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରରେ କାର୍ୟ୍ୟରତ ଥିବା ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟ କର୍ମୀଙ୍କୁ ଏବଂ ପରେ ପ୍ରାୟ ଦୁଇ କୋଟି ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ କରୋନା ଟୀକା ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଆୟୋଜିତ ସର୍ବଦଳୀୟ ବୈଠକରେ…
Read More...

ଜିଦ୍‌ ଛାଡି ଚାଷୀଙ୍କ କଥା ଶୁଣ : କେନ୍ଦ୍ର ସରକାରଙ୍କୁ କହିଲେ ହର୍‌ସିମ୍‌ରତ୍‌ କୋର୍‌ ବାଦଲ୍‌

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍‌ସିମ୍‌ରତ୍‌ କୋର୍‌ ବାଦଲ୍‌ କହିଛନ୍ତି ଯେ, କେନ୍ଦ୍ର ଆଜି କୃଷକଙ୍କ ସହ କଥାବାର୍ତ୍ତା କରୁଥିବା ପରିସ୍ଥିତିକୁ ଆସିଛି । ଯଦି ଏହା ପୂର୍ବରୁ ହୋଇଥାନ୍ତା, ତେବେ ଆଜି ଏଭଳି ପରି‌ସ୍ଥିତି ଆସି ନଥାନ୍ତା । ଆଇନ ପ୍ରଣୟନ କରିବା ପୂର୍ବରୁ ଅକାଳି ଦଳ…
Read More...

ସରକାର ସହ କଥାବାର୍ତ୍ତା ବିଫଳ, ଜାରି ରହିବ କୃଷକ ଆନ୍ଦୋଳନ : ଆଜି ରଣନୀତି ଉପରେ ଆଲୋଚନା

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି । ଗତକାଲି ସରକାରଙ୍କ ସହ ଚତୁର୍ଥ ରାଉଣ୍ଡ ଆଲୋଚନାରେ କୌଣସି ଠୋସ୍ ଫଳାଫଳ ମିଳି ନଥିଲା । ଆଉ ଏକ ରାଉଣ୍ଡ କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କୃଷକ ସଂଗଠନଗୁଡ଼ିକ ମିଳିତ ହୋଇ ଆଗକୁ…
Read More...

‘ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ’ରେ କେନ୍ଦ୍ରମନ୍ତ୍ରୀ ସାମିଲ୍‌ : ପ୍ରାକୃତିକ ଗ୍ୟାସ…

 ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱାରୋପ ପ୍ରାକୃତିକ ଗ୍ୟାସ ବ୍ୟବହାର ବଢିଲେ ସୁସ୍ଥ ଓ ସ୍ଥାୟୀ ସମାଜ ଗଠନ ହୋଇପାରିବନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷ…
Read More...

ସର୍ବିୟାର ବେଲଗ୍ରେଡଠାରେ ଡିସେମ୍ବର ୧୨ରୁ ହେବାକୁ ଥିବା କୁସ୍ତି ବିଶ୍ଵ କପ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରିବେ…

● ଗତ ମାର୍ଚ୍ଚ ମାସରେ କୋଭିଡ ସଂକ୍ରମଣ ପରେ ଏହା ହେଉଛି ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତା ନୂଆଦିଲ୍ଲୀ, (ପିଆଇବି) : ୨୪ଜଣ କୁସ୍ତି ପ୍ରତିଯୋଗୀ, ୯ ଜଣ ପ୍ରଶିକ୍ଷକ, ୩ ସହାୟକ ଓ ୩ ରେଫେରିଙ୍କ ସମେତ ଏକ ୪୨ଜଣିଆ ଦଳ ଆସନ୍ତା ୧୨ ରୁ ୧୮ ତାରିଖ ମଧ୍ୟରେ ହେବାକୁ ଥିବା ବରିଷ୍ଠ କୁସ୍ତି…
Read More...

ଦୈନିକ ନୂଆ ମାମଲା ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଯୋଗୁ ଦେଶରେ ସକ୍ରିୟ ରୋଗୀ ସଂଖ୍ୟା ହ୍ରାସ ଧାରା ବଜାୟ ରହିଛି

● ମୋଟ ଆକ୍ରାନ୍ତ ମାମଲାର ୪.୫% ତଳକୁ ଖସିଲା ସକ୍ରିୟ ମାମଲା ନୂଆଦିଲ୍ଲୀ, (ପିଆଇବି) : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଭାରତରେ ଗତ ୨୪ ଘଣ୍ଟାରେ ୩୫,୫୫୧ ନୂଆ ମାମଲା ସାମନାକୁ ଆସିଥିବା ବେଳେ ୪୦,୭୨୬ ରୋଗୀ ସୁସ୍ଥ…
Read More...

ନିଜ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ କରିବାକୁ ନିଷ୍ପତ୍ତି ନେଲେ ବୃଦ୍ଧା

ଉତ୍ତର ପ୍ରଦେଶ : ପ୍ରଧାନମନ୍ତ୍ରୀଙ୍କ ନାମରେ ସବୁତକ ସମ୍ପତ୍ତି କରିଦେବାକୁ ଉତ୍ତର ପ୍ରଦେଶର ମୋୖନପୁରୀ ତହସିଲ ବିକାଶ ବ୍ଳକର କିଶନିର ଚିତ୍ରୟାନ ଗାଁର ଜଣେ ବୃଦ୍ଧା ନିଷ୍ପତ୍ତି ନେଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଛି । ବୃଦ୍ଧାଙ୍କ ନାଁ…
Read More...