୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନ ପାଇଁ ପାକିସ୍ତାନ ସୁରକ୍ଷିତ ସ୍ଥାନ : ସିଆର୍ଏସ୍ ରିପୋର୍ଟ
ୱାଶିଂଟନ୍ : ଆତଙ୍କବାଦ ଉପରେ ଆମେରିକା କଂଗ୍ରେସର ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ପରିଚିତ ଅତି କମରେ ୧୨ ଟି ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ପାକିସ୍ତାନ । ଏଥିରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଭାରତକୁ ଟାର୍ଗେଟ କରୁଥିବା!-->…
Read More...
Read More...