Browsing Tag

muribahal news

ମୁରିବାହାଲ ବ୍ଲକ ଯୋଗାଣ ସହାୟକ ସଂଘ ସ୍ଥାୟୀ ନିଯୁକ୍ତି ଦାବୀରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ରାଜ୍ୟ ସଂଘର ଆହ୍ୱାନ କ୍ରମେ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକର ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ମୁରିବାହାଲ ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ୧୦ଜୁଲାଇ…
Read More...

ଦେବଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ଦେବଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ 'ଏକ ପେଡ୍ ମାଁ କେ ନାମ୍' ଅଭିଯାନ ଅନ୍ତର୍ଗତ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଣାଧିପ ଦାସଙ୍କ…
Read More...

କୁର୍ଲୁବାହାଲ ମଧୁସୂଦନ ହୃଷିକେଶ ମେହେର ହାଇସ୍କୁଲରେ ବନ ମହୋତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମ ସ୍ଥିତ ମଧୁସୂଦନ ହୃଷିକେଶ ମେହେର ହାଇସ୍କୁଲଠାରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଗଛ ଲଗାଅ, ପରିବେଶ ବଞ୍ଚାଅ ଓ ମା' ପାଇଁ ଗଛଟିଏ…
Read More...

ଚଣାବାହାଲ ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଗୌତମ ଖେତୀଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଗୌତମ ଖେତୀ(୭୮)ଙ୍କ ଶନିବାର ହୃଦଘାତରେ ପରଲୋକ ହୋଇଯାଇଛି । ସେ ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ଚଣାବାହାଲ ପଞ୍ଚାୟତର ପ୍ରଥମ ସମିତି ସଭ୍ୟ ଭାବରେ ନିର୍ବାଚିତ…
Read More...

ମୁରିବାହାଲ ବ୍ଲକସ୍ତରୀୟ ମ୍ୟାଟ୍ରିକ ପରୀକ୍ଷାର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

୩୦କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ପରିସରରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାର ଉତ୍କୃଷ୍ଟ…
Read More...

ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁରଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁର(୬୨)ଙ୍କ ରବିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି…
Read More...

ମୁରିବାହାଲରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ୧୦୦ ଅଭିଯୋଗ ପଞ୍ଜୀକୃତ

ସିଏଚ୍‌ସି ଓ ହାଇସ୍କୁଲ ପରିଦର୍ଶନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ସୋମବାର ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱାର…
Read More...

ଦାଦନ ନିର୍ଯ୍ୟାତିତ ଗଡ ତେଲେଙ୍ଗାନାରେ ପହଞ୍ଚିଲା ମୁରିବାହାଲ ବ୍ଲକ ବିକାଶ ମଞ୍ଚ

ମଞ୍ଚର କଡ଼ା ତାଗିଦ ପରେ ହତ୍ୟାର ଶିକାର ଦାଦନ ଶ୍ରମିକଙ୍କ ପରିବାରଙ୍କୁ ମିଳିଲା ଏଫଆଇଆର୍ କପି ଓ ମୃତ୍ୟୁ ପ୍ରମାଣପତ୍ର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦା ସର୍ବଦା ସମଗ୍ର ଅଞ୍ଚଳର ଲୋକଙ୍କ ସାମାଜିକ ଓ ସେବା ମୂଳକ କାମ କରିଆସୁଥିବା ମୁରିବାହାଲ ବ୍ଲକର ଅଗ୍ରଣୀ ସଂଗଠନ…
Read More...

ବ୍ରାହ୍ମଣୀ ଗ୍ରାମର ଧର୍ମପରାୟଣା ମହିଳା ଯଶୋଦା ଖମାରୀଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମର କୁବେର ଖମାରୀଙ୍କ ଧର୍ମପତ୍ନୀ ଯଶୋଦା ଖମାରୀଙ୍କ ୭୬ବର୍ଷ ବୟସରେ ମଙ୍ଗଳବାର ଅପରାହ୍ନରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ରହି…
Read More...

ବିପଦସଂକୁଳ ଅବସ୍ଥାରେ ମାଲିଶିରା ବିଦ୍ୟୁତ୍ ଟ୍ରାନ୍ସଫର୍ମର

ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏବେ କାଳ ସାଜିଛି ଟ୍ରାନ୍ସଫର୍ମର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ପଂଚାୟତ ସଦର ଗ୍ରାମର ଟ୍ରାନ୍ସଫର୍ମରଟି ଦୀର୍ଘ ଦିନ ଧରି ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଟ୍ରାନ୍ସଫର୍ମରଟି…
Read More...