Browsing Tag

muribahal news

ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଭୋଇପଡ଼ା କ୍ଲଷ୍ଟର କନ୍ଦାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପୂର୍ବତନ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ସମ୍ପାଦକ, ଶିକ୍ଷାବିତ ତଥା କଳାକାର ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ବୁଧବାର…
Read More...

ହୋଲିରେ ଅଘଟଣ : ଡଙ୍ଗରପଡ଼ା ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଝିଅ ମୃତ, ମା’ ଗୁରୁତର, ବାପା ଦାଦନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲାରେ ସମସ୍ତେ ହୋଲିରେ ମସ୍‌ଗୁଲ ଥିବା ବେଳେ ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଡଙ୍ଗରପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ କଲେର୍‌ ସାପ କାମୁଡି ଦେବାରୁ ଜଣେ ୪ବର୍ଷର ଛୋଟ ଝିଅର ମୃତ୍ୟୁ ଘଟିଥିବା ବେଳେ…
Read More...

ରେଙ୍ଗାଲି ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ରେଙ୍ଗାଲି ଗ୍ରାମରେ ରବିବାର ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିଲା । ଗ୍ରାମରେ ଥିବା ଏକ…
Read More...

ଯମୁନା ଗ୍ରାମ ସମେତ ମୁରିବାହାଲ ବ୍ଲକର ସମସ୍ତ ମାହେଶ୍ୱରୀ ମନ୍ଦିରରେ ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମ ସମେତ ବ୍ଲକ ଅଞ୍ଚଳରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ' ମାହେଶ୍ୱରୀଙ୍କ ସମସ୍ତ ପୀଠରେ ଚଳିତ ବର୍ଷର ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ ଉତ୍ସବ ରବିବାର ଦିନ…
Read More...

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ)ରେ ଆଜି ଗୁରୁବାରଠାରୁ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସିଏଚ୍‌ସି ହସ୍‌ପିଟାଲ ଛକରେ ଥିବା ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ(ଓକେସିଏଲ୍‌)ର କମ୍ପ୍ୟୁଟର ପଏଣ୍ଟରେ ବ୍ଲକ ଅଞ୍ଚଳରେ ଉଚ୍ଚତର କମ୍ପ୍ୟୁଟର କୋର୍ସ ପାଇଁ ପ୍ରଚାର ପ୍ରସାର ରଥ ଉଦ୍‌ଘାଟିତ…
Read More...

ବାବେଜୁରୀରେ କଂଗ୍ରେସ ପକ୍ଷରୁ ବିରାଟ କର୍ମୀ ସମ୍ବିଳନୀ : ୫୫୦ ଜଣରୁ ଅଧିକ ନୂତନ କର୍ମୀ ଦଳରେ ସାମିଲ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତସ୍ତରୀୟ ଏକ ବିରାଟ କର୍ମୀ ସମ୍ମିଳନୀ ବାବେଜୁରୀ ଗ୍ରାମ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ…
Read More...

ମୁରିବାହାଲ ସରସ୍ୱତୀ ଶିଶୁ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଯୋଗେଶ୍ୱର ବିହାର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ସଭାଗୃହଠାରେ ମଙ୍ଗଳବାର ଦିନ ଶିଶୁ ମନ୍ଦିରର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । କମିଟିର ସଭାପତି…
Read More...

କୁର୍ଲୁବାହାଲ ଗ୍ରାମର ଅସହାୟ ଦୁର୍ବଳ ମାଝୀଙ୍କ ପରିବାରଙ୍କୁ ମୁରିବାହାଲ ଡ୍ରାଇଭର ମହାସଂଘର ସହାୟତା ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଗରିବ ଅସହାୟ ଅବସ୍ଥାରେ ଥିବା ଦୁର୍ବଳ ମାଝୀଙ୍କ ପରିବାରଙ୍କୁ ଓଡ଼ିଶା ଡ୍ରାଇଭର ମହାସଂଘ ମୁରିବାହାଲ ବ୍ଲକ ଶାଖା ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଦୁର୍ବଳ ମାଝୀଙ୍କ…
Read More...

ପଙ୍ଗନିଆ, ତଳିପଡାରେ ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ ଗ୍ରାମ ତଳିପଡ଼ାରେ ଚାଲିଥିବା ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ରୂପେ ମହେଶ୍ୱର ନାଗ ଓ ତାଙ୍କ ଧର୍ମପତ୍ନୀ ହାରାବତୀ ନାଗ ଥିବାବେଳେ ପୂଜକ ରୂପେ…
Read More...