Browsing Tag

muribahal news

ହଳଦୀ କଲ୍ୟାଣ ମଣ୍ଡପରେ ମିଳିତ ଉତଥାନ ଉତ୍ପାଦକ କମ୍ପାନୀର ଷଷ୍ଠତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଶନିବାର ଦିନ ବିଓଡି ସଦସ୍ୟା ନମିତା ତାଣ୍ଡିଙ୍କ ସଭାପତିତ୍ୱରେ ତଥା ମମତା ଭୋଇ ଓ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତିରେ ମିଳିତ ଉତଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଆର୍ଥିକ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ପରମ୍ପରା, ଶ୍ରଦ୍ଧା ଓ ଭକ୍ତିର ସହ ଭାଗବତ ଜନ୍ମ ଉତ୍ସବ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ଧାର୍ମିକ ଅନୁଷ୍ଠାନରେ ଶ୍ରଦ୍ଧା, ପରମ୍ପରା ଓ ଭକ୍ତିର ସହ ପବିତ୍ର ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପବିତ୍ର ଭାଗବତ ଜନ୍ମ ଉତ୍ସବ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ…
Read More...

ପିଟାପରା ଗ୍ରାମରେ “ନୂଆଁଖାଇ ଭେଟଘାଟ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତର ପିଟାପରା ଗ୍ରାମରେ ମା' ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ତଥା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଆନୁକୂଲ୍ୟରେ "ନୂଆଁଖାଇ ଭେଟଘାଟ" କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବାନ୍ଦୁପଲା କ୍ଲଷ୍ଟରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପରୀକ୍ଷା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଲେତେରମାଲ, ଚଲକି, ଖୁଜେନପାଲି, ଅନ୍ତର୍ଲା, ସରଗୁଲ, ଭଣ୍ଡାରବାଞ୍ଜି, ସନ୍ଧିବାହାଲି, ବାନ୍ଦୁପଲା, ହୀରାପୁର, ଜଇଁତରା, ନୂଆପଡା, ଜାମିଲିଶର, ବାଙ୍କେଲ, କର୍ଲା, ପ୍ରାଥମିକ ଓ ଉଚ୍ଚ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତ ଶିକ୍ଷାବର୍ଷ ୨୦୨୬–୨୭ର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ)ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା…
Read More...

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ରମେଶ ଚନ୍ଦ୍ର ମହାନନ୍ଦ ‘ଭାରତ ରତ୍ନ ସେବା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଜୁନିୟର କଲେଜ)ର ଅଧ୍ୟକ୍ଷ ଡ଼. ରମେଶ ଚନ୍ଦ୍ର ମହାନନ୍ଦଙ୍କୁ 'ଭାରତ ରତ୍ନ ସେବା ସମ୍ମାନ'ରେ ସମ୍ମାନିତ କରାଯାଇଛି । ଶ୍ରୀ ମହାନନ୍ଦ…
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ବିଧିପୂର୍ବକ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଓ ଗୁଡିଘାଟ ବିଦ୍ୟୁତ୍ କାର୍ଯ୍ୟାଳୟ, ଓଡ଼ିଶା ଡ୍ରାଇଭର ମହାସଂଘ ସମେତ ବିଭିନ୍ନ ସ୍ଥାନରେ ଏହି ପୂଜା ଅନୁଷ୍ଠିତ…
Read More...

ମାକ୍ରିପଡ଼ାରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଚତୁର୍ଥ ବର୍ଷ ନୂଆଁଖାଇ ଭେଟଘାଟ ଆୟୋଜନକୁ ନେଇ ଲାୟନ୍ସ ୟୁଥ୍ ଆସୋସିଏସନ୍, ମାକ୍ରିପଡ଼ା ପକ୍ଷରୁ ଏକ ପ୍ରାଥମିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ଭୁଲେଶ୍ୱର ଛତରଙ୍କ ନେତୃତ୍ୱରେ ଆୟୋଜିତ ଏହି…
Read More...

ମୁରିବାହାଲ ବ୍ଲକ ଖରାଲି ଗ୍ରାମକୁ ଗୁଜୁରାଟରୁ ଫେରିଲା ରୁଦ୍ରାକ୍ଷ ମହାକୁରଙ୍କ ମୃତଦେହ, ଗାଁରେ ଶୋକର ଛାୟା

ନୂଆଁଖାଇ ପୂର୍ବରୁ ବ୍ଲକକୁ ଫେରିଲାଣି ୩ ଦାଦନ ଶ୍ରମିକଙ୍କ ମୃତଦେହମାସକରେ ଗାଁ ଭିଟାମାଟିକୁ ଫେରିଲାଣି ୬ ଶବ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ମହାନ ସାଂସ୍କୃତିକ ଗଣପର୍ବ ନୂଆଁଖାଇ । କିନ୍ତୁ ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ…
Read More...

ଅଖ୍ୟାତ ପଲ୍ଲୀର ବିଖ୍ୟାତ ସୁନା ଝିଅ ରାଜଶ୍ରୀ : ନିଟ୍ ପାଇଲେ, ଡାକ୍ତର ହେବେ ଆଦିବାସୀ ଛାତ୍ରୀ ରାଜଶ୍ରୀ ଧରୁଆ

ରେଳଷ୍ଟେସନରେ ଭବ୍ୟ ସମ୍ବର୍ଦ୍ଧନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଅଖ୍ୟାତ ପଲ୍ଲୀର ବିଖ୍ୟାତ ସୁନା ଝିଅ ପାଲଟିଛନ୍ତି ରାଜଶ୍ରୀ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାର ଜଣେ ଆଦିବାସୀ ଛାତ୍ରୀ ରାଜଶ୍ରୀ ଧରୁଆ ନିଟ୍ (ସର୍ବ ଭାରତୀୟ ଡାକ୍ତରୀ ପ୍ରବେଶିକା) ପରୀକ୍ଷାରେ…
Read More...