Browsing Tag

muribahal news

ଗୋଇମୁଣ୍ଡରେ ୪୬ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ୪୬ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ୱାର୍ଡ ସଭ୍ୟ ଗୋରେଖ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ ଗତ ୨ ବର୍ଷ ଧରି ପୂଜା ଧୁମ୍‌ଧାମ୍‌ରେ
Read More...

କୁରଲୁବାହାଲ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ/କର୍ମୀ ସମ୍ମିଳନୀ

ବଙ୍ଗୋମୁଣ୍ଡା/ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଓଡିଶାର ଅପ୍ରତିଦ୍ୱନ୍ଦି, ଅଦ୍ଵିତୀୟ ଏକମାତ୍ର ନିରପେକ୍ଷ ରାଜନୈତିକ ଦଳ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁରିବାହାଲ ବିଜେଡ଼ି ତରଫରୁ ଆଜି ରବିବାର ଦିନ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବିଜେଡ଼ି ବରିଷ୍ଠ ନେତା ତଥା ବିଜେଡ଼ି ରାଜ୍ୟ
Read More...

ମୁରିବାହାଲ ଥାନା ନୂଆ ଆଇଆଇସି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନାର ନୂଆ ଆଇଆଇସି ଭାବେ ସୋମବାର କମଳ ଲୋଚନ ବେହେରା ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ସାଇବର ଥାନାରେ କାର୍ଯ୍ୟରତ ଥିଲେ । ମୁରିବାହାଲ ଥାନାରେ ତାଙ୍କ ଯୋଗଦାନ ସମୟରେ କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେରଙ୍କ ସହ
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରୁ ସାଇକେଲ ଚୋରି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଆଦର୍ଶ ବିଦ୍ୟାଳୟ ପରିସରରୁ ଶୁକ୍ରବାର ଦିନ ଜଣେ ଛାତ୍ରଙ୍କ ସାଇକେଲ ଚୋରି ହୋଇଥିବା ନେଇ ମୁରିବାହାଲ ଥାନାରେ ଏତଲା ହୋଇଛି । ଚୋରି ଦୃଶ୍ୟ ବିଦ୍ୟାଳୟରେ ଲାଗିଥିବା ସିସିଟିଭିରେ ସ୍ପଷ୍ଟ ଭାବରେ ଜଣାପଡିଛି । ଛାତ୍ର ଜଣକ ତାଙ୍କ ସାଇକେଲ ଷ୍ଟାଣ୍ଡରେ
Read More...

ହଳଦୀ ଛକରେ ଯାନବାହାନ ଯାଞ୍ଚ : ୯୦ ମାମଲାରୁ ୭୩ ହଜାର ଜୋରିମାନା ଆଦାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥ ହଳଦୀ ବଜାର ଛକରେ ଗତକାଲି ମୁରିବାହାଲ ଜେଏମ୍‌ଏଫ୍‌ସି କିଶୋର କୁମାର ନାଥଙ୍କ ଉପସ୍ଥିତିରେ ମୋବାଇଲ କୋର୍ଟ ଅନୁଷ୍ଠିତ ହୋଇ ଯାନବାହାନ ଯାଞ୍ଚ କରାଯାଇଥିଲା । ଏଥିରେ ମୋଟ ୯୦ଟି ମାମଲା ରୁଜୁ କରାଯାଇ ୭୩ ହଜାର ଟଙ୍କା
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ

ମୁରିବାହାଲ, (କେପିଏନ୍‌ଏସ୍‌) : ଇଚ୍ଛାପଡା ପଞ୍ଚାୟତ କତରଳଗାରୁ ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ଏକ ପୋଲ କତରଲଗା ସାପ୍ତାହିକ ବଜାର ପାଖରେ ଭାଙ୍ଗି ଯାଇଥିବା ଜଣାପଡିଛି । ଫଳରେ ଏହି ରାସ୍ତାରେ ଭୟଭୀତ ହୋଇ ଲୋକେ ଯାତାୟାତ କରୁଛନ୍ତି । ସୂଚନା
Read More...

ଗୋଇମୁଣ୍ଡ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଶୋକ ନାରାୟଣ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପକ୍ଷୀରାଜ ମାଝୀ, ସହକାରୀ
Read More...

କଙ୍କଡାପଦରରେ ବ୍ରହ୍ମଯଜ୍ଞ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତର କଙ୍କଡାପଦର ଗ୍ରାମଠାରେ ଧରଣୀ ପେନୁ ପକ୍ଷରୁ ବିଧିକାର୍ଯ୍ୟକର୍ତ୍ତା ବୈଠକ ସହିତ ଅଲେଖ ମହିମା ଧର୍ମ ପକ୍ଷରୁ ବ୍ରହ୍ମ ମହିମା ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଧରଣୀ ପେନୁ ମଠାଧିଶ ବ୍ରହ୍ମ ଅବଧୂତ ଆନନ୍ଦ ବାବା, ବିଭୀଷଣ
Read More...

ଗଛରୁ ପଡି ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଗଛରୁ ପଡିଯିବାରୁ ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ସପୁର ଥାଟି(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ କୁସମ ଖାଇବାକୁ ନିକଟସ୍ଥ ଜଙ୍ଗଲର ଗଛକୁ ଚଢିଥିବା ବେଳେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା
Read More...

ସମଲେଶ୍ୱରୀ ଶିଶୁ ମନ୍ଦିରରେ ଶୋକସଭା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମସ୍ଥିତ ସମଲେଶ୍ୱରୀ ଶିଶୁ ମନ୍ଦିରର ପ୍ରତିଷ୍ଠାତା ବିରାଜ ପୁଟେଲଙ୍କ ବିଯୋଗରେ ଶୁକ୍ରବାର ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଅଲେଖ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶେକସଭାରେ ଆଚାର୍ଯ୍ୟ
Read More...