ସାମାଜିକ ସୁରକ୍ଷା ଯୋଜନା ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ
ମୁରିବାହାଲ, (କେପିଏନ୍ଏସ୍) : ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମଠାରେ ସାମାଜିକ ସୁରକ୍ଷା ଯୋଜନାର ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି । ଡଙ୍ଗରପଡା ଓ ପତ୍ରାପାଲି (କ) ପଞ୍ଚାୟତର ଗ୍ରାମ ସାଥୀ ଓ ଏସ୍ଏଚ୍ଜି ସଦସ୍ୟାଙ୍କୁ ନିଧି ଅନୁଷ୍ଠାନ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିଲା ।!-->…
Read More...
Read More...