Browsing Tag

muribahal news

ବାଇକ୍‌କୁ ଧକ୍କା ଦେଲା କାର୍‌, ୩ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ-୫୯ର ମୁରିବାହାଲ ଥାନା ଗୁରୁଣ୍ଡା ଗାଁ ନିକଟରେ ଶନିବାର ଏକ କାର୍‌(ସିଜି ୦୪ ଏମ୍‌ ୫୪୩୩) ଏକ ବାଇକ୍‌(ଓଡି ୦୩ ଏଲ୍‌ ୧୨୭୩)କୁ ଧକ୍କା ଦେବା ଫଳରେ ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛିି । ସୂଚନା ଅନୁସାରେ, ପତ୍ରାପାଲି(କ) ଗାଁର…
Read More...

ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ପ୍ରଥମ ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଅନ୍ତର୍ଗତ ଜାମପଦରଠାରେ ଗତକାଲି ନବ ଗଠିତ ମୁରିବାହାଲ ପ୍ରଗତି କୃଷକ ଉତ୍ପାଦକ କମ୍ପାନୀର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି…
Read More...

ଟେଙ୍ଗରା ଓ ଖରଜୁରୀ ଗ୍ରାମ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତର ଟେଙ୍ଗରା ଓ ଖରଜୁରୀ ଗ୍ରାମ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ । ଏହି ଅବସରରେ ଜନସାଧରଣଙ୍କ ସହିତ ଗାଁର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ…
Read More...

ବାଇକ ଉପରେ ପଡିଲା ଗଛଡାଳ : ଦମ୍ପତି ଗୁରୁତର

ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା । ଫଳରେ ବାଇକ୍‌ରେ ଯାଉଥିବା ଦମ୍ପତି ଗୁରୁତର ହୋଇଛନ୍ତି । ଉଭୟଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…
Read More...

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡିଲା ଅଟୋ, ୧୦ ଆହତ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ଏକ ଅଟୋ ସୋମବାର ଗୁଡିଘାଟ ନିକଟରେ ଥିବା ଏକ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡିଥିବା ଜଣାପଡିଛି । ଫଳରେ ଏଥିରେ ଥିବା ୧୦ ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ…
Read More...

ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ : ତୁର୍ଲା ଦଳ ବିଜୟୀ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ୍‌ ଲେବଡା ପଞ୍ଚାୟତ ସରଦାପୁର (ମାକ୍ରିପଡା) ଗ୍ରାମରେ ଗୁରୁବାର ମା’ ବସ୍ତ୍ରେନ ଫୁଟବଲ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ରେଙ୍ଗାଲି ଦଳକୁ ୨-୧ ଗୋଲରେ ପରାସ୍ତ କରି ତୁର୍ଲା ଦଳ ବିଜୟୀ ହୋଇଛି । ଉଦ୍‌ଘାଟନୀ…
Read More...

ମୁରିବାହାଲରେ ଆଶାକର୍ମୀ ସଂଘ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ନିଖିଳ ଓଡିଶା ଆଶାକର୍ମୀ ସଂଘ ମୁରିବାହାଲ ସିଏଚ୍‌ସି କମିଟିର ଏକ ବୈଠକ ଗୁରୁବାର ପୁଷ୍ପା କୁମ୍ଭାରଙ୍କ ସଭାପତିତ୍ୱରେ ସ୍ଥାନୀୟ ବାବାମଠଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ରୂପେ ପଦ୍ମନାଭ…
Read More...

ଡବ୍ଲୁଓଡିସି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ମୁରିବାହାଲ, (କେପିଏନ୍‌ଏସ୍‌) : ଡବ୍ଲୁଓଡିସି ସଦସ୍ୟ ତଥା ରାଜ୍ୟ ବିଜେଡି ସମ୍ପାଦକ ହଂସରାଜ ଜୈନଙ୍କୁ ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି, ସିରୋଲ ଓ ବାଙ୍କେଲ ପଞ୍ଚାୟତରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସରପଞ୍ଚ, ସମିତି ସଭ୍ୟ, ୱାର୍ଡସଭ୍ୟ ସହିତ ବହୁ ବିଜେଡି କର୍ମୀ ତାଙ୍କୁ ବାଇକ…
Read More...

ଜଳ ଯୋଗାଣ ପ୍ରକଳ୍ପର ଭୂମି ପୂଜନ

ମୁରିବାହାଲ, (କେପିଏନ୍‌ଏସ୍‌) : ବହୁଦିନର ଦାବୀ ପରେ ମୁରିବାହାଲ ବ୍ଲକର ହଳଦୀ ପଞ୍ଚାୟତ ଯମୁନା ଗାଁରେ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଭୂମି ପୂଜନ କରାଯାଇଛି । ଏଥିରେ ସମିତି ସଭ୍ୟ ଟୁନାମଣି ମହାନନ୍ଦ ମୁଖ୍ୟ ଅତିଥି, ୱାର୍ଡ ସଭ୍ୟା ସୁଭାଗିନୀ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ…
Read More...

ସିଆରପି ମହିଳା ତପସ୍ୱିନୀ ମେହେରଙ୍କ ଦ୍ୱାରା ଗର୍ବବତୀ ଓ ପ୍ରସୂତି ମହିଳାମାନଙ୍କୁ ଛତୁଆ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଇଛାପଡା ପଞ୍ଚାୟତର ଭଣ୍ତାରବାଜୀ ଗାଁର ଜଣେ ସିଆରପି ମହିଳା ତପସ୍ୱିନୀ ମେହେର ଘର ଘର ବୁଲି ଗର୍ବବତୀ ଓ ପ୍ରସୂତି ମହିଳାମାନଙ୍କୁ ଛତୁଆ ଓ ଶୁଖିଲା ଖାଦ୍ୟ ବାଣ୍ଟିବାର ଦେଖିବାକୁ ମିଲିଥିଲା । ଏହା ହେଉଛି ଅଙ୍ଗନୱାଡି କର୍ମୀମାନଙ୍କର କାମ…
Read More...