Browsing Tag

muribahal news

ସବୁଜ ହୀରା କେନ୍ଦୁପତ୍ର ଦର ବୃଦ୍ଧି ଏବଂ କରୋନା ପରସ୍ଥିରିରେ ଆଦିବାସୀଙ୍କୁ ଆର୍ଥିକ ପ୍ୟାକେଜ ଘୋଷଣା ପାଇଁ…

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଶାଖା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ବିଡ଼ିଓଙ୍କ ଜରିଆରେ ୪ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ କରୋନା ମହାମାରୀ ରୋଗ
Read More...

ଗାଁରେ କରୋନା ସଚେତନ କଲେ ସ୍ୱେଚ୍ଚାସେବୀ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ମୁରିବାହାଲ ବ୍ଲକ ଇଚ୍ଛାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତରଲଗା ଗ୍ରାମର ଯୁବଗୋଷ୍ଠୀ ମାନଙ୍କ ଦ୍ୱାରା କରୋନା ସଚେତନତା କାର୍ୟ୍ୟକ୍ରମ ଅନୁଷ୍‌ଷ୍ଠିତ ହୋଇଯାଇଛି । କରୋନାର ଦ୍ଵିତୀୟ ଲହର ଏବେ ବଲାଙ୍ଗିର ଜିଲ୍ଲାରେ ତାର କାୟା ବିସ୍ତାର କରୁଥିବା ବେଳେ
Read More...

କେଶରୀୟା ହିନ୍ଦୁ ବାହିନୀ ଗୋ-ସୁରକ୍ଷା ଏବଂ ଗୋଚାଲାଣ ବିରୁଦ୍ଧରେ ସଂଗ୍ରାମ ଜାରି

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ୩୦୦ ଗୋ-ମାତା ଏବଂ ମହିଷି ଚାଲାଣ ହେଉଥିବା ନେଇ ଖବର ପାଇଥିଲେ କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧକ୍ଷ ସଂଜୀତ କମ୍ପ । ଏହାପରେ ଶ୍ରୀ କମ୍ପ ଓ ମୁରିବାହାଲ ବ୍ଲକ ଉପସଭାପତି
Read More...

ମୁରିବାହାଲ ଠାରେ ଯୁବ କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ‘ଧରନୀ’ ମହୋତ୍ସବ

ମୁରିବାହାଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧପଡ଼ା ଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ, ବଲାଙ୍ଗିରର ଆନୁକୂଲ୍ୟରେ ପ୍ରଥମ ବାର୍ଷିକ 'ଧରନୀ' ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟ ଦେବୀ ମା' ଜାଡେନ ପୀଠରେ କୁକୁଡ଼ା ବଳି ଦେଇ ସାମାଜିକ ରୀତିନୀତିରେ
Read More...

ମୁରିବାହାଲରେ ଧରନୀ ମହୋତ୍ସବ : ପ୍ରକୃତି ଓ ସଂସ୍କୃତିର ସୁରକ୍ଷାର ସହ ଜଳ, ଜଙ୍ଗଲ ଏବଂ ଜମିର ଲଢେଇର ଆହ୍ୱାନ

ମୁରିବାହାଲ, (ଅଶୋକ ଭୋଇ) : କନ୍ଧାନ ମାଏଟ୍‌, ବୀର ମାଏଟ୍‌, ରଠି ମାଏଟ୍‌, କଳା, ସଂସ୍କୃତିର ମାଏଟ୍‌ ବଲାଙ୍ଗିର ଜିଲାର ମୁରିବାହାଲ ବ୍ଲକ ସଦର ସ୍ଥିତ କନ୍ଧ ପଡା ଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ପ୍ରଥମ ବାର୍ଷିକ ଧରନ ମହୋତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ
Read More...

ମୁରିବାହାଲ ଓ ଗାଇମୁଣ୍ଡା ପେକ୍ସରୁ ଧାନ ଉଠାଣ ଦାବୀ ନେଇ ବିଧାୟକ ସାଲୁଜା ଆମରଣ ଅନଶନରେ ବସିଲେ

ମୁରିବାହାଲ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରପାଲି (କ) ଓ ଗୋଇମୁଣ୍ଡ ପେକ୍ସର ମଣ୍ଡିରୁ ତୁରନ୍ତ ଧାନ ଉଠାଣ ଦାବୀ କରି ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆମରଣ ଅନଶନରେ ବସିଥିଲେ । ସେହିପରି ଚାଷୀମାନେ ମଧ୍ୟ ଧାନବସ୍ତା ରଖି ମୁରିବାହାଲ-ବଙ୍ଗୋମୁଣ୍ଡା ପୂର୍ତ୍ତ
Read More...

ମୁରୀବାହାଲ ତହସିଲଦାରଙ୍କ ଜରିଆରେ ବଲାଙ୍ଗୀର ଜିଲ୍ଲାପାଲଙ୍କୁ ଭାରତୀୟ କିଶାନ ସଂଘ ଦ୍ୱାରା ଦାବୀପତ୍ର ପ୍ରଦାନ

ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନ‌ଙ୍କୁ ନେଇ ଘୁଷୁରାମୁଣ୍ଡା ବଜାର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘର ରାଜ୍ୟ ସଭାପତି ରାଧା କୃଷ୍ଣ ମେହେର ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ
Read More...

ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ଆଜି ମୁରିବାହାଲ ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଚଲକି ଛକର ବଜାର ପ୍ରା‌ଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଭାରତୀୟ କିଶାନ ସଂଘ ବଲାଙ୍ଗୀର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ ଉପସ୍ଥିତ ରହି ଭାରତୀୟ କିଶାନ ସଂଘ
Read More...

ଯୁବ ସାମ୍ବାଦିକ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗ

ମୁରିବାହାଲ, (ଗୌରବ ଦର୍ଜୀ) : ଚାଲିଗଲେ ଯୁବ ସାମ୍ବାଦିକ ନିମାଇଁ ଚରଣ ବଘାର(୪୭) । ଗତ ରାତି ପ୍ରାୟ ୧୦ଟା ସମୟରେ ଘରେ ଥିବା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ବେଳେ ତାଙ୍କୁ ମୁରିବାହାଲ ସିଏଚ୍‌ସିକୁ ନିଆଯାଇଥିଲା । ସେଠାରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଯୁବ
Read More...

ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀ ଅସିତ ଯୋଶୀଙ୍କୁ କାବୁ କଲା ଭିଜାଲାନ୍ସ ବିଭାଗ

ମୁରିବାହାଲ, (କେପିଏନ୍‌ଏସ୍‌) : ଲାଞ୍ଚ ନେଉଥିବା ବେଳେ ତହସିଲ ଅଫିସ ବରିଷ୍ଠ କିରାଣୀକୁ କାବୁ କରିଛି ଭିଜାଲାନ୍ସ ବିଭାଗ । ଏହି ଖବର ସାରା ଅଂଚଳରେ ଚ‌ର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଲାଞ୍ଚ ନେଉଥିବା ବେଳେ
Read More...