csstore

ଜୈବିକ ପନିପରିବା ବଜାର ଉଦ୍‌ଘାଟିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଠାରେ ଜୈବିକ ପ୍ରଣାଳୀରେ ଉତ୍ପାଦିତ ପନିପରିବା ବିକ୍ରି ପାଇଁ ଏକ ବଜାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ସିଡିପିଓ ସୁପ୍ରଭା ମହାପାତ୍ର, ଜୀବିକା ମିଶନ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ମିଶନ ଶକ୍ତି ବିପିସି ଉଜ୍ୱଳ ପଟେଲ, ହେମକାନ୍ତି ପୁଟେଲ, ପ୍ରମୋଦିନୀ ସାହୁ, ପ୍ରଶାନ ବାରିକ, ଜୟସିଂ ବନଛୋର, ଲଲିତ ରଣା, ସଞ୍ଜିତା ହାତୀ ପ୍ରମୁଖ ଉପସ୍ଥିତ ଥିଲେ । ଜୈବିକ ପରିବା ଚାଷୀ ଗୌରାଙ୍ଗ ପଟ୍ଟନାୟକ ଓ ବିଷମ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜନମୁକ୍ତି ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ସଂଜୀବ ବାରିକ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.