om academy

ମୁରିବାହାଲ ହାଇସ୍କୁଲରେ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

jsm

ମୁରିବହାଲ, (କେପିଏନ୍‌ଏସ୍‌) : ଆସନ୍ତା ମାସରେ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ନିମନ୍ତେ ମୁରିବହାଲ ସରକାରୀ ପଞ୍ଚାୟତ ହାଇସ୍କୁଲରେ ସୋମବାର କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ବିଇଓ ପ୍ରବୀର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ମୁଖ୍ୟ ଅତିଥ, ବିଡିଓ କୋଦଣ୍ଡଧର ଭୋଇ, ପିଇଟି ସମ୍ପାଦକ ଦେବାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳ ଶିକ୍ଷକ ବିନୋଦ ମହାପାତ୍ର ସଂଯୋଜନା କରିଥିଲେ । ଏଥିରେ ବ୍ଲକ ଅନ୍ତର୍ଗତ ୨୨ଟି ହାଇସ୍କୁଲର ପ୍ରତିଯୋଗୀ ଭାଗ ନେଇଥିଲେ ।

Leave A Reply

Your email address will not be published.