Browsing Tag

muribahal news

ଚଲକି ୫ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ତଦାରଖ କଲେ ସମିତି ସଭ୍ୟ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଚଲକି ହାଇସ୍କୁଲରେ ଚାଲୁଥିବା ୫ଟି ରୂପାନ୍ତରଣ କାର୍ଯ୍ୟକୁ ଗତକାଲି ବ୍ଲକର ଏକ ସମିତି ସଭ୍ୟ ବୃନ୍ଦ ତଦାରଖ କରିଛନ୍ତି । ଏଥିରେ ଚଲକି ସମିତି ସଭ୍ୟ ଦିଲ୍ଲୀପ ଭୋଇ, ଲେବଡା ସମିତି ସଭ୍ୟ ଦୁଷ୍ମନ୍ତ ନାଗ, ବାନ୍ଦୁପଲା ସମିତି ସଭ୍ୟ ଜଳନ୍ଦର
Read More...

୪୫ ହଜାର ଟଙ୍କା ଲାଂଚ ନେଇ ମୁରିବାହାଲ ବ୍ଲକ ଏପିଓ ଗିରଫ ପରେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ୪୫ ହଜାର ଟଙ୍କା ଲାଂଚ ନେଇ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ କୁମାର ଦାସ ଗିରଫ ହୋଇଥିବା ବେଳେ ଗତକାଲି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।
Read More...

ବିଜେଡିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତରେ ବୁଧବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ନେତା ଅଜୟ ଦାସ, ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହୀର, ବ୍ଲକ ସଭାପତି ମୀନକେତନ ପାତ୍ର,
Read More...

ମୁରିବାହାଲରେ ରାବଣ ପୋଡ଼ି ଅନୁଷ୍ଠିତ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୁଏମୁଣ୍ଡ ହନୁମାନ ଛକ ଠାରେ ଗୁଏମୁଣ୍ଡ, କନସିଲ ଓ ମୁଣ୍ଡପଦର ପଞ୍ଚାୟତର ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ଜିଲ୍ଲା ପରିଷଦ ଶ୍ରୀମତୀ
Read More...

ପ୍ରଡ୍ୟୁସର୍‌ କମ୍ପାନୀର ବାର୍ଷିକ ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତରେ ମିଳିତ ଉତ୍‌ଥାନ ପ୍ରଡ୍ୟୁସର କମ୍ପାନୀର ଦ୍ୱିତୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରୋଗ୍ରାମ ମ୍ୟାନେଜର ସଂଜୀବ ବାରିକ ସଭା ପରିଚାଳନା କରିଥିଲେ । ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ
Read More...

ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ଚିତ୍ରାମୁଣ୍ଡା ଗ୍ରାମଠାରେ ତୈଳିକ ବୈଶ୍ୟ ସାହୁ ସମାଜ ପକ୍ଷରୁ ମୁରିବାହାଲ ବ୍ଲକ ସଭାପତି ବୈଧୃତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଦୁଇ ବାଇକ୍‌ ଚୋରି ଅଭିଯୋଗ : ଗୋଟିଏ ବାଇକ ଉଦ୍ଧାର, ଜଣେ କୋର୍ଟ ଚାଲାଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ସଦର ମହକୁମାରେ ଶନିବାର ରାତିରେ ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ମୁରିବାହାଲ ପୋଲିସ ତନାଘନା କରି ଗୋଟିଏ ବାଇକ୍‌କୁ ଉଦ୍ଧାର କରିଛି । ଏହି
Read More...

ମିଶନ ଶକ୍ତି ପକ୍ଷରୁ ଛେଳି ଓ କୁକୁଡା ବଜାର : ୫ ଦିନରେ ୨୫ ଲକ୍ଷ ଟଙ୍କାର ବ୍ୟବସାୟ

ମୁରିବାହାଲ, (କେପିଏନ୍‌ଏସ୍‌) : ଦଶହରା ଉପଲକ୍ଷେ ମୁରିବାହାଲ ମିଶନ ଶକ୍ତି ପକ୍ଷରୁ କୁକୁଡା ଓ ଛେଳି ବଜାର ଆୟୋଜନ କରାଯାଇଛି । ୫ ଦିନ ଧରି ବ୍ଲକର ବିଭିନ୍ନ ପଞ୍ଚାୟତ ବଡସାଇମରା, ଇଚ୍ଛାପଡା, ଡଙ୍ଗରପଡା, ପତ୍ରାପାଲି(କ), ଚକଲି ପଞ୍ଚାୟତରେ ଆୟୋଜିତ ହୋଇଥିଲା । ୨୫ ଲକ୍ଷରୁ ଅଧିକ ଟଙ୍କାର
Read More...

ବିଭିନ୍ନ ସମସ୍ୟା ଘେରରେ ଜୀବନ ବିତାଉଛନ୍ତି ନୂଆଁପଡାବାସୀ : ସମସ୍ୟାଗୁଡିକର ସମାଧାନ ପାଇଁ ଦାବୀ

ମୁରିବହାଲ, (କୈଳାଶ ସାଗ୍ରିଆ) : ବଲାଙ୍ଗିର ଜିଲ୍ଲା ମୁରିବହାଲ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଲେପଡା ଗାଁର ନୂଆଁପଡ଼ାବାସୀ ଅନେକ ସମସ୍ୟା ଘେରରେ ଜୀବନ ବିତାଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପଡ଼ାରେ ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଥିବା ଦେଖିବାକୁ
Read More...

ମୁରିବାହାଲ ବ୍ଲକରେ ନୂଆ ବିଡିଓଙ୍କ ଦାୟିତ୍ଵ ଗ୍ରହଣ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକର ନୂତନ ସ୍ଥାୟୀ ବିଡିଓ ରୂପରେ ପୂର୍ଣ୍ଣାନନ୍ଦ ପଟେଲ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ଭାରପ୍ରାପ୍ତ ବିଡିଓ ତଥା ବେଲପଡା ବ୍ଲକ ଏବିଡିଓ ସାରଥୀ ସାହୁଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ପଟେଲ ଏହା ପୂର୍ବରୁ କୋମନା
Read More...