Browsing Tag

kendujhar news

ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ବଡ଼ ଶାସନ ଅଂଚଳରେ ଶନିବାର ସକାଳେ ଜଣେ ବୟସ୍କଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିରରେ କାମ କରୁଥିବା ବୀରବରପୂରପାଟଣା ଗ୍ରାମର ଗୋପାଳ ନାୟକ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସକାଳ ୮ ଟା…
Read More...

ହଷ୍ଟେଲ ମରାମତି ନେଇ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଡିଡି କଲେଜ ଛାତ୍ର

କେନ୍ଦୁଝର : ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ବାଳକ ହଷ୍ଟେଲ ଛାତ୍ର । ବର୍ଷ ବର୍ଷ ଧରି ହଷ୍ଟେଲ ମରାମତି ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ପ୍ରତିକାର କରାଯାଉ ନଥିବା ଅଭିଯୋଗରେ ଶତାଧିକ ଛାତ୍ରମାନେ ବୁଧବାର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟକୁ ଘେରାଉ…
Read More...

ଡଃ ଭୀମରାଓ ଆମ୍ବେଦକରଙ୍କ ୬୭ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦୁଝର : ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ୬୭ତମ ଶ୍ରାଦ୍ଧ ଦିବସ ଜିଲ୍ଲା ବିଜେଡି ତରଫରୁ ପାଳନ କରାଯାଇଛି । ସକାଳ ୯ଟାରେ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ଵରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ ଡଃ ଆମ୍ବେଦକରଙ୍କ…
Read More...

ରାଜରାସ୍ତାରେ ୨୪ ଟିକିଆ ହାତୀପଲ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ପିପିଳିଆଠାରେ ସୋମବାର ୨୪ ଟିକିଆ ହାତୀପଲ ରାସ୍ତା ପାର ହେଉଥିବାରୁ କିଛି ସମୟ ଧରି ଏନ୍‌ଏଚ ୨୦ରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା । ଏହି ଦଳରେ ଛୁଆ ହାତୀ ମଧ୍ୟ ଥିଲେ । ଗାଡି ଚାଳକ ତଥା ସ୍ଥାନୀୟ ଲୋକେ ରାସ୍ତାରେ ଠିଆ ହୋଇ ହାତୀ…
Read More...

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୩ଟି ବିଷୟରେ ଖୋଲିଲା ପିଜି

କେନ୍ଦୁଝର : ସ୍ଥାନୀୟ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ଟି ବିଷୟରେ ପିଜି ବା ସ୍ନାତକୋତ୍ତର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି । ସବୁ ବିଭାଗରେ ୧୬ ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖା ହେବ । ସେହିପରି ଭୂତତ୍ତ୍ୱ…
Read More...

ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ମୃତ୍ୟୁ

କେନ୍ଦୁଝର : ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍‌ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚମ୍ପୁଆ…
Read More...

କାନଝରୀ ଓ ସାଳନ୍ଦୀ ଡ୍ୟାମ ପାଇବେ ନୂଆରୂପ

କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ କାନଝରୀ ଡ୍ୟାମ ଓ ହାଟଡିହୀ ବ୍ଲକ୍‌ର ସଳନ୍ଦୀ ଡ୍ୟାମ (ବିଦ୍ୟାଧରପୁର ବ୍ୟାରେଜ) ନୂଆରୂପ ପାଇବ । ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳଭଣ୍ଡାର ପାରିପାର୍ଶ୍ୱିକ ଉନ୍ନୟନ ସ୍କିମ୍‌ରେ ଏହି ଦୁଇ ଡ୍ୟାମରେ ୨ କୋଟି ଟଙ୍କା ଖର୍ଚ୍ଚ କରି ମ୍ୟୁଜିୟମ…
Read More...

କେନ୍ଦୁଝରରେ ପ୍ରତିଷ୍ଠା ହେଲା ଦ୍ୱିତୀୟ ଉପଖଣ୍ଡସ୍ତରୀୟ କୋର୍ଟ

କେନ୍ଦୁଝର : କେନ୍ଦୁଝରରେ ପ୍ରତିଷ୍ଠା ହେଲା ଦ୍ୱିତୀୟ ଏସଡିଜେଏମ କୋର୍ଟ । ଅଦାଲତରେ ମାମଲା ଗୁଡିକ ଦୀର୍ଘ ଦିନ ଧରି ବିଚାର ପାଇଁ ପଡି ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ କେନ୍ଦୁଝର ଠାରେ ଦ୍ୱିତୀୟ ଉପଖଣ୍ଡସ୍ତରୀୟ କୋର୍ଟ ପ୍ରତିଷ୍ଠା କରାଯାଇଛି ।…
Read More...

ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ : ୧ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ମହାଦେଇଯୋଡା ପଞ୍ଚାୟତ ଟିକରପଡା ରଥମରାସାହିର କୃଷ୍ଣୁ ମୁଣ୍ତା(୫୮) ବୋଲି…
Read More...

ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର : ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତ କରି ଶ୍ରମିକ ତଥା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି । ଆଦିବାସୀ ଲୋକଙ୍କ ସହ ଆଲୋଚନା କରି ତଥ୍ୟ…
Read More...