କଣ୍ଟାବାଞ୍ଜିରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଶିଶୁ ସାହିତ୍ୟ ହେଉଛି ଶିଶୁର ମାଆ ଯାହା ଶିଶୁକୁ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିବାର ଗୁରୁ ଦାୟିତ୍ୱ ବହନ କରେ ବୋଲି ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗ ଦେଇଥିବା ଶିଶୁ ସାହିତ୍ୟିକମାନେ ମତ ଦେଇଥିଲେ । କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଶିଶୁ!-->…
Read More...
Read More...