କଣ୍ଟାବାଞ୍ଜି ହସ୍ପିଟାଲରୁ କାନ୍ଧରେ ମୃତ ଶିଶୁର ମୃତଦେହ ବୋହି ନେଉଥିବା ବାପାଙ୍କ ଭିଡିଓ ଭାଇରାଲ, ଅଞ୍ଚଳରେ ଚର୍ଚ୍ଚା
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜି ହସ୍ପିଟାଲରୁ ଜଣେ ବାପା ନିଜ ମୃତ ଶିଶୁର ମୃତଦେହକୁ କାନ୍ଧରେ ବୋହି ନେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି । ତେବେ ଭିଡିଓର ସତ୍ୟତା ଏବଂ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ ସରକାରୀ ଭାବେ!-->…
Read More...
Read More...