କଣ୍ଟାବାଞ୍ଜିରେ ପ୍ରବଳ ବର୍ଷା: ରାସ୍ତା ଉପରେ ଉପୁଡ଼ି ପଡ଼ିଲା ବଡ଼ ଗଛ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରବଳ ବର୍ଷା ମଧ୍ୟରେ କଣ୍ଟାବାଞ୍ଜି ପୋଲିସ ଥାନା ସମ୍ମୁଖ ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ, ପୋଲିସ ଷ୍ଟାଫ୍ କ୍ୱାର୍ଟର୍ସ ପରିସରରେ ଥିବା ଏକ ବଡ଼ ଗଛ ପ୍ରବଳ ପବନ ଯୋଗୁଁ!-->…
Read More...
Read More...