୫୩ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ଅଭିଯୋଗ : ପୂର୍ବତନ ପିଇଓ ଅକୃର ମାଝୀ ଗିରଫ
କନ୍ଧମାଳ : ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ବିଭାଗଦ୍ୱାରା ଗିରଫ ହୋଇଛନ୍ତି ଅକୃର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରମୁଳି ପଞ୍ଚାୟତର ପୂର୍ବତନ ପିଇଓ ହେଉଛନ୍ତି ଅକୃର ମାଝୀ । ତାଙ୍କ ନାଁରେ ପଞ୍ଚାୟତର ୫୩!-->…
Read More...
Read More...