ବାତ୍ୟା ମୁକାବିଲା ପାଇଁ କନ୍ଧମାଳରେ ବିଜେଡିର ତତ୍ପରତା : ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଲେ ପଦ୍ମନାଭ ବେହେରା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମ୍ଭାବ୍ୟ ବାତ୍ୟାକୁ ନେଇ ସାରା ରାଜ୍ୟରେ ଚିନ୍ତା ଓ ଆଶଙ୍କା ଦେଖାଦେଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ବିପଦଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚିଛି ବିଜୁ ଜନତା ଦଳ । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ!-->…
Read More...
Read More...