ଓଡ଼ିଶା ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲାର ଶ୍ରେଷ୍ଠ ଚାଷୀ ସମ୍ମାନ
ଜୟପାଟଣା, (ଶେଷଦେବ ବେହେରା) : ଜଳ ସମ୍ପଦ ବିଭାଗ, ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୟପାଟଣା ସହରର ବରିଷ୍ଠ ଚାଷୀ ବିକ୍ରମ କୁମାର ଯୋଶୀଙ୍କୁ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବରେ ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି ।!-->…
Read More...
Read More...