Browsing Tag

jayapatana news

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଂଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନାଗ
Read More...

ଆଞ୍ଚଳିକ ବିକାଶ ପାଣ୍ଠି ଦାବୀ କରି ବାନେର ଗ୍ରୀଡ ସମ୍ମୁଖରେ ଅନଶନ

ଜୟପାଟଣା, (ଶେଷଦେବ ବେହେରା) : ବିଭିନ୍ନ ବିକାଶ ପାଇଁ ଅନୁଦାନ ଦାବି କରି ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଓପିଟିସିଏଲ୍ ସମ୍ମୁଖରେ ସମ୍ପୃକ୍ତ ଗ୍ରାମର ଚିନ୍ତାମଣି କୁମାର ଦିନ ୧୦ଟାରୁ ଅନଶନରେ ବସିଥିବା ସୁଚନା ମିଳିଛି । ବାନେର ଗ୍ରାମର ପ୍ରାୟ ୨୫ଏକର ଗୋଚର ଜମିରେ ଓପିଟିସିଏଲ୍‌କୁ
Read More...

ସ୍ୱାଧୀନତା ସଂଗ୍ରାମୀ କୃତିବାସ ପୁଝାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଜୟପାଟଣା, (ଶେଷଦେବ ବେହେରା) : ଦେଶ ସ୍ୱାଧୀନ ହେବାର ପଚିଶ ବର୍ଷ ପୂର୍ବରୁ ଏକ ନିଛକ ପଲ୍ଲୀରେ ଜନ୍ମ ଗ୍ରହଣ ନେଇ ସମସ୍ତ ଭୌଗୋଳିକ ପରିସ୍ଥିତିକୁ ନିଜର ନିଷ୍ଠା ଓ ଏକାଗ୍ରତା ବଳରେ ଜୟ କରି ଉଚ୍ଚଶିକ୍ଷା ଲାଭ ସହିତ ସ୍ଵାଧୀନତା ସଂଗ୍ରାମରେ ନିଜକୁ ସମର୍ପିତ କରି ନିଜର ପରିଚୟକୁ ଶାଣିତ କରିଥିବା
Read More...

ଜୟପାଟଣା ଠାରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଵାଧୀନତା ଦିବସ ପାଳନ କମିଟି ଆନୁକୁଲ୍ୟରେ ସ୍ଥାନୀୟ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପରିସରର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏନ୍‌ଡିସିସି ଅଧ୍ୟକ୍ଷ ତଥା ଜୟପାଟଣା ତହସିଲଦାର ଦୀପ୍ତିରେଖା ବାଗଙ୍କ ଅଧ୍ୟକ୍ଷତାରେ ଆରମ୍ଭ
Read More...

ବିଦ୍ୟାଳୟରେ ତାଲା : ଆନ୍ଦୋଳନରେ ଛାତ୍ରଛାତ୍ରୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ପିଏମ୍‌ ଶ୍ରୀ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶ୍ରେଣୀ ବର୍ଜନ ସହ ଅନୁଷ୍ଠାନର ଗେଟ ସମ୍ମୁଖରେ ଧାରଣାରେ ଦୁଇଦିନ ଧରି ବସି ରହିଥିବା ଦୃଶ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଆଦିବାସୀ ବହୁଳ ବଡ଼ କର୍ଲାକୋଟ
Read More...

ଲୋକଙ୍କ ଦାବୀ ପୂରଣ ସହିତ ପୂର୍ଣ୍ଣାଙ୍ଗ ହେଲା ମହୁଲପାଟଣା ଘାଟି ରାସ୍ତା

ଜୟପାଟଣା, (ଶେଷଦେବ ବେହେରା) : ଅନେକ ବର୍ଷ ଧରି ଦୟନୀୟ ଅବସ୍ଥାରେ ପଡ଼ି ରହି ଲୋକଙ୍କ ପାଇଁ ସଂଯୋଗ ବ୍ୟବସ୍ଥାରେ ଅଭିଶାପ ପାଲଟିଥିବା ଇନ୍ଦ୍ରାବତୀ ପ୍ରକଳ୍ପର ଜୀବନ ରେଖା ପାଲଟିଥିବା ମହୁଲପାଟଣା ଘାଟି ରାସ୍ତାର ଏବେ ନବେ ପ୍ରତିଶତ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଛି । ପ୍ରକଳ୍ପ
Read More...

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ଅଗଷ୍ଟ ୩ ତାରିଖ ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଶିଷ୍ଟ କବି ଲଳିତ କୁମାର ନାଏକ
Read More...

ତାଳଗୁଡ଼ ଠାରେ ପାଇକ ସମାଜର ନୂତନ ଭବନର ଗୃହ ପ୍ରବେଶ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ପବିତ୍ର ହେରା ପଞ୍ଚମୀ ଦିନ ରାଜପୁତ କ୍ଷତ୍ରୀୟ ପାଇକ ସମାଜ, ପଶ୍ଚିମ ମଣ୍ଡଳ ସମିତି, ତାଲଗୁଡ ପଲ୍ଲୀର ନୂତନ ସମାଜ ଭବନ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଲ୍ଲୀ ସଭାପତି ପୂର୍ଣ୍ଣଚନ୍ଦ୍ର ମହାଲିକ ସପତ୍ନିଙ୍କ ସହିତ
Read More...

ବ୍ୟାଙ୍କ ଅଫ୍‌ ବରୋଦାର ନୂତନ ଶାଖା ଉଦ୍‌ଘାଟିତ

ଜୟପାଟଣା, (ଶେଷଦେବ ବେହୋରା) : ଜୟପାଟଣା ସହରର ଗାନ୍ଧୀଗ୍ରାମ ପଡା ପରିଷର ମଧ୍ୟରେ ବ୍ୟାଙ୍କ୍ ଅଫ ବରୋଦାର ନୂତନ ଶାଖା ଉଦ୍‌ଘାଟିତ ହୋଇଯାଇଛି । ଆଞ୍ଚଳିକ ଆର୍ଥିକ ବିକାଶର ଲକ୍ଷ୍ୟ ଓ ବ୍ୟବସାୟୀକ ଉନ୍ନତି କ୍ଷେତ୍ରରେ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ସ୍ୱାବଲମ୍ବୀ କରିବାର ମହତ ଲକ୍ଷ୍ୟକୁ
Read More...

ଯୁବ ଉଦ୍ୟୋଗୀ ମନମୋହନ ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଦୁଲୁକିବନ୍ଧ ଗ୍ରାମର ଯୁବ ଉଦ୍ୟୋଗୀ ମନମୋହନ ପଣ୍ଡାଙ୍କ ୪୫ବର୍ଷ ବୟସରେ ଗତ ଶନିବାର ବିଳମ୍ବିତ ରାତିରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡା ଏକ ସମ୍ଭ୍ରାନ୍ତ ପରିବାରର ଅଜିତ
Read More...